Category: ଦେଶ

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଧାରଣା

କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ପାଇଁ କୋଲକାତାରେ ପହଞ୍ଚିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ଟିମ୍। କୋଲକାତା ହାଇକୋର୍ଟ ମଙ୍ଗଳବାର କୋଲକାତା ପୋଲିସରୁ କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ଦାୟିତ୍ୱ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ…

ପଶ୍ଚିମବଙ୍ଗରୁ ସୁରକ୍ଷିତ ଭାବେ ମୁକୁଳିଲେ ୩୦୦ ଓଡ଼ିଆ

ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାରେ ଆତଙ୍କବାଦୀ ହମଲା ପରେ ପଶ୍ଚିମବଙ୍ଗରୁ ସୁରକ୍ଷିତ ମୁକୁଳିଲେ ଅଟକ ଥିବା ଓଡ଼ିଆ। ୩୦୦ ଲୋକଙ୍କୁ ଅଟକ ରଖିଥିଲେ ପଶ୍ଚିମବଙ୍ଗ ଲୋକ। ଏନେଇ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଏହି ଘଟଣା ଜଣାପଡିବା ପରେ ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…

ଜାତୀୟ ରାଜପଥ ପ୍ରକଳ୍ପ ଉପରେ ମୁଖ୍ୟମନ୍ତ୍ରୀ-କେନ୍ଦ୍ର ମନ୍ତ୍ରୀ ବିସ୍ତୃତ ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଜାତୀୟ ରାଜପଥର ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା କରି ଭବିଷ୍ୟତର ଖସଡ଼ା ପ୍ରସ୍ତୁତ ଉପରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଆଇନ…

ନିଲମ୍ବନ ନେଇ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା

ବ୍ୟାଡମିଣ୍ଟନ ବିଶ୍ୱ ମହାସଂଘ (ବିଡବ୍ଲ୍ୟୁଏଫ୍) ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ କରିଥିବାରୁ ପାରା-ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ନିଲମ୍ବିତ କରିଛି। ଫଳରେ ଭଗତ ଆଗାମୀ ପ୍ୟାରିସ୍ ପାରା ଅଲିମ୍ପିକ୍ କ୍ରୀଡ଼ାରୁ ବଞ୍ଚିତ ହେବେ। ନିଲମ୍ବିତ ହେବା ପରେ…

୨୦୩୬ ସୁଦ୍ଧା ଦେଢ଼ଶହ କୋଟି ଟପିଯିବ ଭାରତର ଲୋକସଂଖ୍ୟା

ଭାରତରେ ବଢ଼ୁଥିବା ଲୋକସଂଖ୍ୟା ଦୃଷ୍ଟିରୁ ୨୦୩୬ ସୁଦ୍ଧା ଦେଶରେ ଲୋକସଂଖ୍ୟା ଦେଢ଼ଶହ କୋଟି ଟପିବବୋଲି ଆକଳନ କରାଯାଇଛି। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଆସନ୍ତା ୨୦୩୬ ମସିହାରେ ଭାରତର ଲୋକସଂଖ୍ୟା ହେବ ୧୫୨ କୋଟି ୨୦ ଲକ୍ଷକୁ ଟପିବ। ତେବେ…

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ କରିବା ସିବିଆଇ 

କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ସମୟରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ…

ଦିଲ୍ଲୀରେ ବସିଲା ଏଆଇସିସି ବୈଠକ

ଦିଲ୍ଲୀରେ ଆଜି ବସିଲା ଏଆଇସିସି ବୈଠକ । ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପରେ କଂଗ୍ରେସ ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣାରେ ବିଧାନସଭା ନିର୍ବାଚନ ଏବଂ କେତେକ ରାଜ୍ୟରେ ଉପ-ନିର୍ବାଚନ ପାଇଁ…

ମୁଖ୍ୟମନ୍ତ୍ରୀ-କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ବୈଠକ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଥିସହ ନୂଆ ଜାତୀୟ ରାଜପଥ ସମୀକ୍ଷା ବୈଠକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀଙ୍କ ସହ ବୈଠକ କରିଛନ୍ତି। ଜାତୀୟ ରାଜପଥ ନିର୍ମାଣ…

ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ନିଲମ୍ବିତ

ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ନିଲମ୍ବିତ ହୋଇଛନ୍ତି । ୧୮ ମାସ ପାଇଁ ପ୍ରମୋଦ ନିଲମ୍ବିତ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି । ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ…

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଜି ଜାତୀୟ ରାଜପଥ ନିର୍ମାଣ ନେଇ ସମୀକ୍ଷା ବୈଠକ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମୀକ୍ଷା ବୈଠକରେ ସାମିଲ ହେବେ। ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗରେ ବିଶେଷ…