ଖେଳ ତାଜା ଖବର ଦେଶ ଟି୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ June 25, 2024 Papirani ୨୦୨୪ ଟି-୨୦ ବିଶ୍ୱକପ୍ ସେମି ଫାଇନାଲରେ ପହଞ୍ଚି ସରିଛି ଟିମ ଇଣ୍ଡିଆ।ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୨୪ ରନ୍ରେ ପରାସ୍ତ କରି ଭାରତ ଅପରାଜେୟ…
ତାଜା ଖବର ଦେଶ ରାଜନୀତି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା June 24, 2024 Papirani ବିଜେପି ସରକାରର ତୃତୀୟ ପାଳିର କ୍ୟାବିନେଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ରାଜ୍ୟସଭାରେ ଗୃହର ନେତା କରାଯାଇଛି । ଚଳିତ ବର୍ଷ ଲୋକ ସଭା ନିର୍ବାଚନେି ବିଜୟୀ ହୋଇଥିବା ଏମପିମାନେ ସୋମବାର ୧୮ତମ ଲୋକ ସଭାର ପ୍ରଥମ ସଂସଦ ଅଧିବେଶନରେ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆସନ୍ତାକାଲି କଳା ଦିବସ ପାଳିବ ବିଜେପି June 24, 2024 Papirani ଆସନ୍ତାକାଲି କଳା ଦିବସ ପାଳିବ ବିଜେପି। ଜୁନ ୨୫ ଅର୍ଥାତ୍ ଆସନ୍ତା କାଲି ବିଜେପି କଳା ଦିବସ ପାଳନ କରିବାକୁ ଯାଉଛି। ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଗଣତନ୍ତ୍ର ଏବଂ…
ଦେଶ ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ବସ୍ ସେବା ଆରମ୍ଭ ହେବ June 24, 2024 Nirvay ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ବସ୍ ସେବା ଆରମ୍ଭ ହେଵ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଲୋକଙ୍କୁ ଅଧିକ ସେବା ପାଇଁ ପ୍ରାରମ୍ଭିକ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡିଆରେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ June 24, 2024 Papirani ଅଷ୍ଟାଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେସନରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ଶପଥ ନେଉଛନ୍ତି ଅନ୍ୟ ନବନିର୍ବାଚିତ ସାଂସଦ । ଓଡିଶାରୁ ସମ୍ବଲପୁରରୁ ସାଂସଦ ନିର୍ବାଚିତ ହୋଇ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ଓଡିଆରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରାଇଲେ…
ତାଜା ଖବର ଦେଶ ରାଜନୀତି ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି June 24, 2024 Papirani ଲୋକସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଅଧିବେଶନରେ ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଏହା ପରେ କମାଚଳା ବାଚସ୍ପତି ଭର୍ତ୍ତୃହରି ମହତାବ…
ତାଜା ଖବର ଦେଶ ରାଜନୀତି କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ June 24, 2024 Papirani ଆରମ୍ଭ ହେଲା ଅଷ୍ଟାଦଶ –ଲୋକସଭାର ପ୍ରଥମ ଅଧୂବେଶନ । ଅଧିବେଶନରେ କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ । ୭ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ କାମଚଳା ବାଚସ୍ପତି ଆସନରେ ବସିଛନ୍ତି ଭର୍ତ୍ତୃହରି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ…
ତାଜା ଖବର ଦେଶ ରାଜନୀତି ଆଜିଠୁ ଆରମ୍ଭ ସଂସଦର ଅଧିବେଶନ, ମୋଦି ନେବେ ଶପଥ June 24, 2024 Papirani ଆଜି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ । ଆଜିଠାରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଲୋକସଭାରେ ମୋଟ ୮ଟି ଏବଂ ରାଜ୍ୟସଭାରେ ୫ଟି କାର୍ଯ୍ୟ ଦିବସ ରହିଛି । ୨୭ ତାରିଖ ଦିନ ସଂସଦର…
ଦେଶ ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ କେଜରିୱାଲ June 23, 2024 Nirvay ଅବକାରୀ ନୀତି ଦୁର୍ନୀତି ମାମଲାରେ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଥିଲେ। ଏବେ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇଁ…
ଦେଶ ନିଟ୍, ପିଜି ପରୀକ୍ଷା ବାତିଲ ପରେ ବଢୁଛି ଅସନ୍ତୋଷ June 23, 2024 Nirvay ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତକୁ ନେଇ ସାରା ଦେଶରେ ବଢୁଛି ଅସନ୍ତୋଷ। ବର୍ଷ ବର୍ଷ ଧିର ପରିଶ୍ରମ କରିଥିବା ପିଜି ଛାତ୍ର ଛାତ୍ରୀ ଏହି ସ୍ଥଗିତାଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ଯେ ବୌଦ୍ଧିକ ବିକାଶରେ ବାଧା ନୁହେଁ,…