ଖେଳ ତାଜା ଖବର ଦେଶ ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ମ୍ୟାଚର ପ୍ରଥମ ଦିନ; ଭାରତ ୮୩ ରନରେ ଆଗୁଆ November 22, 2024 Papirani ଆଜି ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଓ ପ୍ରଥମ ଦିନ । ଆଜି ଭାରତ ପକ୍ଷରୁ ଟେଷ୍ଟରେ ନୀତିଶ ରେଡ୍ଡୀ ଓ ହର୍ଷିତ ରାଣା ପଦାର୍ପଣ କରିଛନ୍ତି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିବା ଯଶପ୍ରୀତ ବୁମରା…
ତାଜା ଖବର ଦେଶ ରାଜ୍ୟ ନୂଆଦିଲ୍ଲୀରେ ଡାକ୍ତର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ November 21, 2024 Papirani ଜାତୀୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ହରେକୃଷ୍ଣ ମହତାବ ୧୨୫ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ…
ତାଜା ଖବର ଦେଶ ବିଶ୍ୱ ଲାଞ୍ଚ ଏବଂ ଠକେଇ ଅଭିଯୋଗରେ ଗୌତମ ଆଦାନୀ ହେଲେ ଅଭିଯୁକ୍ତ; ଗିରଫ ୱାରେଣ୍ଟ ଜାରି November 21, 2024 Papirani ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ତଥା ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ ଆମେରିକାରେ ଲାଗିଛି ବଡ ଝଟ୍କା । ଆମେରିକୀୟ ନିବେଶକଙ୍କୁ ଠକିବା ଏବଂ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଅଭିଯୋଗ ପରେ ଆମେରିକାର କୋର୍ଟରେ ଏହି ମାମଲାର ଶୁଣାଣି କରି ଗୌତମ…
ତାଜା ଖବର ଦେଶ ବିଶ୍ୱ ରାଜନୀତି ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି November 21, 2024 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍ ଅନର । ଇଣ୍ଡିଆ-କାରିକମ୍ ସମ୍ମିଳନୀ (୧୯ରୁ ୨୧)ରେ ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦୀଙ୍କୁ ‘ଦି ଡୋମିନିକା ଆୱର୍ଡ ଅଫ୍ ଅନର’ ସମ୍ମାନରେ ସମ୍ମାନିତ କରିଛନ୍ତି।…
ଖେଳ ଦେଶ ଚୀନକୁ ହରାଇ ଭାରତ ଜିତିଲା ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି November 20, 2024 Nirvay ବୁଧବାର ଦିନ ଫାଇନାଲରେ ଚୀନ୍ କୁ ୧-୦ରେ ପରାସ୍ତ କରି ଭାରତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଟାଇଟଲ୍ ହାସଲ କରିଛି।ମୋଟ ଉପରେ, ତୃତୀୟ ଥର ପାଇଁ ଭାରତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ଜିତିଛି, ଏହି ପ୍ରତିଯୋଗିତାରେ ଦକ୍ଷିଣ…
ତାଜା ଖବର ଦେଶ ରାଜନୀତି ମହାରାଷ୍ଟ୍ରର ସମସ୍ତ ଓ ଝାଡ଼ଖଣ୍ଡ ଆସନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ଜାରି November 20, 2024 Papirani ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ମତଦାନ ଜାରି ରହିଛି। ଆଜି ଝାଡ଼ଖଣ୍ଡର ୩୮ଟି ବିଧାନସଭା ଆସନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରର ୨୮୮ଟି…
ଖେଳ ଦେଶ ରାଜ୍ୟ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚର ଟିକେଟ୍ ଦର ହ୍ରାସ November 19, 2024 Nirvay ୨୦୨୫ ଫେବୃଆରୀ ୯ ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ବନାମ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ଟିକେଟ୍ ମୂଲ୍ଯ ହ୍ରାସ କରାଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ବରିଷ୍ଠ ଅଧିକାରୀଙ୍କ…
ଦେଶ ଦିଲ୍ଲୀରେ କୃତ୍ରିମ ବର୍ଷାର ଅନୁମତି ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ November 19, 2024 Nirvay ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର ଦିନ କେନ୍ଦ୍ରକୁ ଏକ ଚିଠି ଲେଖି ଜାତୀୟ ରାଜଧାନୀରେ କୃତ୍ରିମ ବର୍ଷା ସୃଷ୍ଟି କରିବାକୁ ଅନୁମତି ମାଗିଛନ୍ତି। ସେ ଆଇ. ଆଇ. ଟି. କାନପୁର ଏବଂ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନଗୁଡ଼ିକର ବିଶେଷଜ୍ଞମାନଙ୍କ ସହିତ…
ଦେଶ ଜି-୨୦ ଶିଖର ସମ୍ମିଳନୀରେ ମୋଦି,ସମ୍ପର୍କ ଦୃଢ଼ ନେଇ ବିଶ୍ୱ ନେତାଙ୍କ ସହ ଆଲୋଚନା November 19, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ, ଇଣ୍ଡୋନେସିଆ, ନରୱେ, ପର୍ତ୍ତୁଗାଲ, ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ସମେତ ଅନେକ ଦେଶର ନେତାମାନଙ୍କୁ ଭେଟିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ ତଥା ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା…
ଦେଶ ରାଜନୀତି ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ‘କ୍ୟାସ ଫର ଭୋଟ’ ମାମଲା ରେ ଫସିଲେ ବିଜେପି ନେତା ବିନୋଦ ତାୱଡ଼େ November 19, 2024 Nirvay ମହାରାଷ୍ଟ୍ର ନିର୍ବାଚନର ପୂର୍ବ ସନ୍ଧ୍ୟା ରେ ବହୁଜନ ବିକାଶ ଅଘାଡି (ବିଭିଏ) କର୍ମୀମାନେ ମଙ୍ଗଳବାର ଦିନ ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଭୋଟରମାନଙ୍କୁ ଲାଞ୍ଚ ଦେବାକୁ ଉଦ୍ଯମ କରୁଥିବା ଅଭିଯୋଗ…