Category: ଦେଶ

ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ଯୋଗଦେଲେ ସାଂସଦ ସସ୍ମିତ ପାତ୍ର

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ଆଜି ବିଜୁ ଜନତା ଦଳ ତରଫରୁ ସାଂସଦ ସସ୍ମିତ ପାତ୍ର ଯୋଗ ଦେଇଥିଲେ । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସର୍ବଦଳୀୟ ବୈଠକରେ…

ୱାଘା ସୀମା- ଆକାଶ ମାର୍ଗ ବନ୍ଦ କରିବା ସହ ୧୯୭୨ ସିମ୍‌ଲା ଶାନ୍ତି ଚୁକ୍ତି ବାତିଲ୍ କଲା ପାକିସ୍ତାନ

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମରେ ପହଞ୍ଚିଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ। ପାକିସ୍ତାନ ନାଗରିକଙ୍କ ପାଇଁ ଭିସା…

ଭାରତୀୟଙ୍କ ଆତ୍ମା ଉପରେ ଆକ୍ରମଣ ହୋଇଛି; କଳ୍ପନାଠୁ ବଡ଼ ଦଣ୍ଡ ମିଳିବ: ପ୍ରଧାନମନ୍ତ୍ରୀ

ପଞ୍ଚାୟତିରାଜ ଦିବସ ଅବସରରେ ବିହାରର ମଧୁବନୀ ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଜି ପହଲଗାମ ଆତଙ୍କୀ ହମଲାକୁ ନେଇ କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ। ସେ କହିଛନ୍ତି କଳ୍ପନାଠୁ ବଡ଼ ଦଣ୍ଡ ଦିଆଯିବ । ୧୪୦…

ପହଲଗାମ୍ ଆକ୍ରମଣ ଘଟଣା: କଂଗ୍ରେସର CWC ବୈଠକରେ ନିନ୍ଦା ପ୍ରସ୍ତାବ ପାରିତ

ସାମ୍ପ୍ରଦାୟିକ ଉତ୍ତେଜନା ବଢ଼ାଇବା ପାଇଁ ଆତଙ୍କବାଦୀମାନେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଜାଣିଶୁଣି ହିନ୍ଦୁମାନଙ୍କୁ ଟାର୍ଗେଟ କରୁଥିବା ଘଟଣାକୁ ନିନ୍ଦା କରି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଗୁରୁବାର ଏକ ନିନ୍ଦା ପ୍ରସ୍ତାବ ପାରିତ କରିଛି । ଏହି ବୈଠକରେ ପହଲଗାମ…

ପାକିସ୍ତାନ ସରକାରର ଅଫିସିଆଲ ଏକ୍ସ ଆକାଉଣ୍ଟ ବ୍ୟାନ

ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣକ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ଆରମ୍ଭ କରିଛି। ପାକିସ୍ତାନ ସହ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତ କଲା ଡିଜିଟାଲ ଷ୍ଟ୍ରାଇକ୍ । ପାକିସ୍ତାନୀ ସରକାରର ଆନୁଷ୍ଠାନିକ ଏକ୍ସ ଆକାଉଣ୍ଟକୁ ବ୍ୟାନ…

ଗୌତମ ଗମ୍ଭୀରଙ୍କୁ ଆଇଏସଆଇଏସ ପକ୍ଷରୁ ଆସିଲା ହତ୍ୟା ଧମକ

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କଶ୍ମୀର’ ପକ୍ଷରୁ ମିଳିଲା ହତ୍ୟା ଧମକ । ଏକ ଇମେଲ ଜରିଆରେ ଏହି ଧମକ ଦିଆଯାଇଥିବା ଜଣାପଡିଛି । ଏ ନେଇ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗ କରି ଏଫଆଇଆର…

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ସମନ୍ ଜାରି

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୂଆଦିଲ୍ଲୀରେ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଭାରତର ସମନ୍। ପାକିସ୍ତାନର ସାମରିକ ରାଷ୍ଟ୍ରଦୂତ ସାଦ୍ ଅହମ୍ମଦ ୱାରେଚ୍‌ଙ୍କୁ ଭାରତର ସମନ୍ ଜାରି କରିଛି। ଭାରତ ପାକିସ୍ତାନର ସାମରିକ ରାଷ୍ଟ୍ରଦୂତଙ୍କୁ ଏକ ଆନୁଷ୍ଠାନିକ…

ପାକିସ୍ତାନୀଙ୍କୁ ଭାରତ ମନା, ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବାତିଲ

ପହଲଗାମ୍‌ ନରସଂହାର ଘଟଣାକୁ ନେଇ ଦେଶ ସ୍ତବ୍ଧ ପାଲଟି ଯାଇଥିବାବେଳେ ଆଜି ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇଛି । ଦୁଇ ଦେଶ ମଧ୍ୟରେ ସ୍ଵାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ…

କଂଗ୍ରେସ ଡ଼ାକିଲା CWC ବୈଠକ

କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ କଂଗ୍ରେସ୍ ଡ଼ାକିଲା CWC ବୈଠକ । ଆଜି ଆମେରିକା ଗସ୍ତରୁ ଫେରୁଛନ୍ତି ରାହୁଲ ଗାନ୍ଧୀ । ଫେରିବା ପରେ ଆସନ୍ତାକାଲି ବସିବ CWCର ଜରୁରୀକାଳୀନ ବୈଠକ । ଏହାପୂର୍ବରୁ ଆଜି ଆତଙ୍କବାଦୀ ଆକ୍ରମଣକୁ ନେଇ…

ଶ୍ରୀନଗରରୁ ଦିଲ୍ଲୀ ଓ ମୁମ୍ବାଇ ପାଇଁ ଉଡ଼ିବ ଏୟାର ଇଣ୍ଡିଆର ୨ଟି ଅତିରିକ୍ତ ବିମାନ

ପହଲାଗାମ ଆତଙ୍କୀ ଆକ୍ରମଣ ପରେ ଭୟଭୀତ ହୋଇପଡ଼ିଛନ୍ତି ସେଠାକୁ ଯାଇଥିବା ପର୍ଯ୍ୟଟକ । ସେମାନେ କିପରି ନିଜ ଘରକୁ ଫେରିବେ ସେନେଇ ଚିନ୍ତିତ ଅଛନ୍ତି । ଏହାରି ଭିତରେ ଜାମ୍ମୁ କାଶ୍ମୀର ବିମାନ ବନ୍ଦରରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି…