Category: ଦେଶ

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ଅକ୍ଟୋବର ୩୧ ତାରିଖ ଜାତୀୟ ଏକତା ଦିବସ । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୯ତମ ଜନ୍ମ ଜୟନ୍ତି । ଏହି ଅବସରରେ ସାରା ଦେଶରେ ପାଳନ ହେଉଛି ଏକତା ଦିବସ । ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ…

ଆଜି ପବିତ୍ର ଦୀପାବଳି : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଆଲୋକର ପର୍ବ ‘ଦୀପାବଳି’ । ଆଜି ଏହି ପବିତ୍ର ଦୀପାବଳିରେ ଗାଁଠୁ ସହର ଉତ୍ସବମୁଖର। ଏହି ଅବସରରେ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଦୀପାବଳି ଅବସରରେ ଅଭିନନ୍ଦନ…

ମେଟ୍ରୋ ଟନେଲ କାମ ବେଳେ ଅଘଟଣ: ଦୁଇ ଓଡ଼ିଆ ଶ୍ରମିକ ମୃତ, ୬ ଆହତ

ବିହାରର ରାଜଧାନୀ ପାଟନାର ଅଶୋକ ରାଜପଥସ୍ଥିତ ଏନ୍ଆଇଟି କଲେଜ୍ ନିକଟରେ ମେଟ୍ରୋର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏହି ମେଟ୍ରୋ ଟନେଲ କାମ ବେଳେ ସୋମବାର ବିଳମ୍ବିତ ରାତିରେ ମାଟି ହଟାଇବା ବେଳେ ନିର୍ମାଣ ମେସିନର ବ୍ରେକ୍ ଫେଲ୍ ହୋଇ ଅନିୟନ୍ତ୍ରିତ…

୫୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଆଜି ୫୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀର ରାଇସିନା ରୋଡସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ।କେନ୍ଦ୍ର ସରକାରଙ୍କ ନିଯୁକ୍ତି…

ପଶ୍ଚିମବଙ୍ଗରେ ବୃଦ୍ଧି ହେଲା ଗୁଟୁଖା, ତମାଖୁ ଓ ପାନ ମସଲା ଉପରେ ଲାଗିଥିବା କଟକଣା

ପଶ୍ଚିମବଙ୍ଗରେ ଆଉ ଏକ ବର୍ଷ ପାଇଁ ବୃଦ୍ଧି ହେଲା ଗୁଟୁଖା, ତମାଖୁ ତଥା ନିକୋଟିନ୍ ହାନିକାରକ ପାନ ମସଲାର ଉତ୍ପାଦନ ଏବଂ ବିକ୍ରି ଉପରେ କଟକଣା। ନଭେମ୍ବର ୭ ତାରିଖରୁ ତମାଖୁ କିମ୍ବା ପାନ ମସାଲା ଉତ୍ପାଦନ, ସଂରକ୍ଷଣ ଏବଂ ବିକ୍ରୟ…

ଆସନ୍ତାବର୍ଷ ହେବ ଜନଗଣନା

ଆସନ୍ତାବର୍ଷ ଆରମ୍ଭ କରିବାକୁ ଯାଉଛି କେନ୍ଦ୍ର ରାଷ୍ଟ୍ରୀୟ ଜନଗଣନା । ଜନଗଣନା ଆସନ୍ତାବର୍ଷ ୨୦୨୫ରୁ ୨୦୨୬ ପର୍ଯ୍ୟନ୍ତ ହେବ। ୨୦୨୬ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରି ଚୂଡାନ୍ତ ରିପୋର୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସରକାରୀ ସୂତ୍ରରୁ ସୂଚନା…

ଏନସିପିରେ ସାମିଲ ହେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଏନସିପିରେ ସାମିଲ ହୋଇଛନ୍ତି ପୂର୍ବତନ ଦିବଂଗତ ବିଧାୟକ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକ। ଆଜି ବିଧିବଦ୍ଧ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ଦଳରେ ସାମିଲ…

ଦେଶର ନୂତନ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା।ବର୍ତ୍ତମାନର ସେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ସ୍ଥାନ ନେବେ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ…

ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ନଭେମ୍ବର ୧୩ ରେ ଉତ୍ତରପ୍ରଦେଶ ଉପନିର୍ବାଚନ ହେବାକୁ ଥିବା ବେଳେ ୯ଟି ବିଧାନସଭା ଆସନରୁ ବିଜେପି ଆଜି ୭ ଟି ବିଧାନସଭା ଆସନର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା…

ସମ୍ଭାବ୍ୟ ବାତ୍ୟା ଯୋଗୁ ସ୍ଥଗିତ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ରାଷ୍ଟ୍ରପତିଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ୨୩ରୁ ପ୍ରସ୍ତାବିତ ୩ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି । ସମ୍ଭାବ୍ୟ ବାତ୍ୟାବେଳେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନିକସ୍ତରରେ ସମସ୍ୟା ସୃଷ୍ଟି ହେବାର…