Category: ସ୍ୱାସ୍ଥ୍ୟ

ଜାପାନରେ ବ୍ୟାପିଚାଲିଛି ମାଂସ ଖିଆ ଜୀବାଣୁ

ବିଶ୍ବରେ ପୁଣି ଏକ ଭୟଙ୍କର ରୋଗ ବ୍ୟାପିବାରେ ଲାଗିଛି । ଦିନକୁ ଦିନ ଏହା ଅଧିକରୁ ଅଧିକ ବ୍ୟାପିବାରେ ଲାଗିଛି । ଚାରିଆଡ଼େ ଡରାଇବା ଆରମ୍ଭ କରିଛି ଗୋଟିଏ ବିରଳ ମାଂସ ଖିଆ ଜୀବାଣୁ। ଏହି ଜୀବାଣୁ ଦ୍ୱାରା ହେଉଥିବା ରୋଗ…

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦାଇତ୍ୱ ନେଲେ ଡ଼. ନୀଳକଣ୍ଠ ମିଶ୍ର

ଭୁବନେଶ୍ୱର : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବରେ ଦାଇତ୍ୱ ନେଲେ ଡ଼. ନୀଳକଣ୍ଠ ମିଶ୍ର । ଦାଇତ୍ୱ ନେବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, “ପୂର୍ବରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୃଢ଼ ଭାବରେ ଅନେକ ରୋଗ ଉପରେ ମୁକାବିଲା କରାଯାଇଛି ।…

କୋଭିସିଲ୍‌ଡର ନାହିଁ ପାର୍ଶ୍ୱପ୍ରତିକ୍ରିୟା

ଭୁବନେଶ୍ୱର; କିଛିଦିନ ତଳେ କରୋନା ଟିକା କୋଭିସିଲ୍‌ଡ ଚର୍ଚ୍ଚା ଜୋର ଧରିଛି । ଏହା ବିରୁଦ୍ଧରେ କେଉଁଠି ଅଦାଲତରେ ମାମଲା ମଧ୍ୟ ରୁଜୁ ହେଲାଣି । ହେଲେ ବର୍ତ୍ତମାନ ଏହାକୁ ନେଇ ବଡ ବୟାନ ଦେଇଛନ୍ତି । ପରିବାର କଲ୍ୟାଣ ନିର୍ଦେଶକ…

ଓଡ଼ିଶାରେ JN.1 କୋଭିଡ ଭେରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କରୋନା ନୂଆ ଭାରଏଣ୍ଟ JN.1 ଆକ୍ରାନ୍ତ ଚିହ୍ନଟ ହୋଇଛି।୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ସୁନ୍ଦରଗଡ଼ ଜିଲ୍ଲାର ଏବଂ ଅନ୍ୟ ଜଣେ ଆକ୍ରାନ୍ତଙ୍କୁ ଭୁବନେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ୨ ଜଣ ଆକ୍ରାନ୍ତଙ୍କ କେରଳରୁ ଫେରିଥିଲେ।…

କୋଭିଡ ଅପଡେଟ: ପୁଣି ଚିହ୍ନଟ ହେଲେ ୫ ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ ଉପରମୁହାଁ ହେଉଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ଏଥି ମଧ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ…

ଦେଶରେ ବଢ଼ୁଛି JN-1 ମାମଲା, ଜାଣନ୍ତୁ ପୁରା ଖବର

ନୂଆଦିଲ୍ଲୀ:ଦେଶରେ କୋଭିଡ -୧୯ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ଏହା ସହିତ, କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ JN-1 ସଂକ୍ରମଣର ମାମଲା ମଧ୍ୟ ବୃଦ୍ଧି ପାଉଛି । ଆଜି JN-1 ମାମଲାର ମୋଟ ସଂଖ୍ୟା ୧୯୬ ରେ ପହଞ୍ଚିଛି । INSACOG ତଥ୍ୟ…

ରାଉରକେଲା ହଇଜା ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ରାଉରକେଲା: ନିକଟରେ ରାଉରକେଲାରେ ବ୍ୟାପିଥିଲା ହଇଜା । ୱାଟକୋ ଲୋକଙ୍କୁ ଯୋଗାଉଥିବା ଗୋଳିଆ ସହ ଦୂଷିତ ପାଣି ଯୋଗୁଁ ପ୍ରଥମେ ଝାଡାବାନ୍ତି ପରେ ଏହା ହଇଜାର ରୂପ ନେଇଥିଲା । ଆଉ ହଇଜାରେ ସରକାରୀ ସ୍ତରରେ ୬ ଜଣଙ୍କର ଜୀବନ ଯାଇଛି…

କୋଭିଡ୍ ଅପଡେଟ: ୨୪ ଘଣ୍ଟାରେ ୬୩୬ କରୋନା ସଂକ୍ରମିତ ଚିହ୍ନଟ

ଦେଶ ସହ ଦୁନିଆର ଅନେକ ସ୍ଥାନରେ କରୋନା ସଂକ୍ରମଣ ବଢ଼ିଥିବାରେ ଦେଖାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୬୩୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି…

କୋଭିଡ ଅପଡେଟ୍: ରାଜ୍ୟରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ ଆଜି ଆଉ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା। ତେବେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ…