Category: ମନୋରଞ୍ଜନ

Animated Film ‘Mahaprabhu Jagannath’: ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମକୁ ନେଇ ବିବାଦ; ମହାପ୍ରଭୁଙ୍କ ଉପରେ ‘ଅପଭ୍ରଂଶ’ ଫିଲ୍ମକୁ ଗଜପତିଙ୍କ ବିରୋଧ

ମହାପ୍ରଭୁ ଜଗନ୍ନାଥ ଫିଲ୍ମକୁ ନେଇ ବିବାଦ ଦେଖିବାକୁ ମିଳିଛି।ଭୁବନେଶ୍ୱରର ଏକ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମିତ ଏହି ଫିଲ୍ମ ଆସନ୍ତା ଜୁଲାଇ ୧୦ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଥିବାବେଳେ, ସୋସିଆଲ ମିଡିଆରେ ଏହାର ଟ୍ରେଲର ପ୍ରସାରଣ ପରେ ବିବାଦ…

Odia Film ‘Meher Munda’ Tax-Free: ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶାର ହସ୍ତତନ୍ତ…

Suman Kalyanpur Passes Away: ଭେଟେରାନ୍ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ

ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ । ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ମରାଠୀ ଫିଲ୍ମରୁ କ୍ୟାରିଅର ଆରମ୍ଭ କରି ୮୫୦ରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି। ଓଡ଼ିଆ ଫିଲ୍ମରେ ବି ତାଙ୍କ ଛାପ ଛାଡ଼ିଛନ୍ତି ସୁମନ…

Asha Bhosle Funeral: ପଞ୍ଚଭୂତରେ ବିଲୀନ ହେଲେ ଗାୟିକା ଆଶା ଭୋସ୍‌ଲେ

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେ। ମୁମ୍ବାଇ ଶିବାଜୀ ପାର୍କରେ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ସୋମବାର ସନ୍ଧ୍ୟା ୫ଟା ୨୨ ମିନିଟ୍ ସମୟରେ ପୁଅ ଆନନ୍ଦ ଭୋସଲେ ମାଆଙ୍କୁ ମୁଖାଗ୍ନି…

Asha Bhosle Passes Away: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ପରଲୋକ

ଆଖି ବୁଜିଲେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଆଶା ଭୋସଲେ। ସେ ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ପ୍ରାୟ ସାତ ଦଶନ୍ଧି ଧରି ସିନେମା ଜଗତରେ ନିଜର ସୁମଧୁର କଣ୍ଠର ଯାଦୁରେ ସମସ୍ତଙ୍କ ହୃଦୟ ଜିତିଥିଲେ । ହୃଦଘାତ ଏବଂ ଶ୍ୱାସକ୍ରିୟା…

Vijay-Rashmika Tie The Knot: ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟ-ରଶ୍ମିକା

ବଲିଉଡ୍ ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଯୋଡ଼ି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ରାଜସ୍ଥାନର ଉଦୟପୁର ସ୍ଥିତ ଆଇଟିସି ମେମେଣ୍ଟୋସ୍ (ITC Mementos) ହୋଟେଲରେ ଏହି ବିବାହ ଉତ୍ସବ…

Rajpal Yadav Bail: ରାଜପାଲ ଯାଦବଙ୍କୁ ମିଳିଲା ଜାମିନ

ଦିଲ୍ଲୀ ହାଇକୋର୍ଟରୁ ପ୍ରସିଦ୍ଧ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏକ ସପ୍ତାହରୁ ଅଧିକ…

Geeta Patnaik Passes Away: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ

ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କର ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ବ୍ରେନଷ୍ଟ୍ରୋକ ଯୋଗୁଁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଥିଲେ ଚିକିତ୍ସାଧିନ। ଆଜି ସନ୍ଧ୍ୟା ୬.୧୮ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କ…

Odia veteran Singer Geeta Patnaik Critical: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର

ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର। ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ କଟକର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଯୋଗ୍ୟ;…

Ranveer Singh receives threat: ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ଧମକ

ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ଧମକ। ମଙ୍ଗଳବାର ରଣବୀରଙ୍କୁ ଏକ ହ୍ବାଟ୍ସଆପ୍ ନୋଟ୍ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଭଏସନୋଟରେ ରଣବୀରଙ୍କୁ ୧ କୋଟି ଟଙ୍କା ଦେବାକୁ କୁହାଯାଇଥିବାବେଳେ, ନଦେଲେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ଧମକ ପାଇବା ପରେ,…