ବ୍ୟବସାୟ ବିଜେପି ଛାଡିଲେ କାଳୁ ଖଣ୍ଡାୟତରାୟ April 30, 2024 Nirvay ଖୋର୍ଦ୍ଧା; ଖୋର୍ଦ୍ଧାରୁ ବିଜେପିର ପୂର୍ଵତନ ବିଧାୟକ କାଳୁ ଖଣ୍ଡାୟତରାୟ ଆଜି ଇସ୍ତଫା ଦେଇଛନ୍ତି । ବିଜେପିରୁ ଟିକେଟ ନ ମିଳିବାରୁ ସେ ଦଳ ଛାଡିଛନ୍ତି ବୋଲି ସାମ୍ବାଦିକ ସମ୍ମିଳ୍ଳନୀ କରି କହିଛନ୍ତି । ଏହା ସହ ସେ ଖୋର୍ଦ୍ଧାରୁ ସ୍ୱାଧୀନ ଭାବେ…
ବ୍ୟବସାୟ ବିଜେପିରେ ଯୋଗଦେଲେ ଖଲିକୋଟ୍ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଶତାଧିକ ସମର୍ଥକ April 11, 2024 Nirvay ଭୁବନେଶ୍ବର: ଗଂଜାମ ଜିଲ୍ଲା ଖଲ୍ଲିକୋଟ୍ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକମାନେ ଗୁରୁବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ସୁଜ୍ଞାନୀଙ୍କ ସମର୍ଥକମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀ…
ବ୍ୟବସାୟ ଓଡ଼ିଶାର ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ April 5, 2024 Nirvay ଭୁୁବନେଶ୍ୱର: ଖୋର୍ଦ୍ଧା, କଟକ, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ, ବାଲେଶ୍ବରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ଟପିଛି । ସର୍ବାଧିକ ତାପମାତ୍ରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ…
ବ୍ୟବସାୟ ରାଜନୀତି ରାଜ୍ୟ ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ପ୍ରଣବ ପ୍ରକାଶ ଦାସ March 28, 2024 Nirvay ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ପରେ ସେ ଆଜି ସକାଳୁ ଶ୍ରୀମନ୍ଦିରରେ ପହଂଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସମ୍ବଲପୁରରେ ଏଥର ହାଇଭୋଲଟେଜ୍ ଲଢ଼େଇ ହେବାର ସମ୍ଭାବନା ରହିଛି…
ବ୍ୟବସାୟ ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା SI March 23, 2024 Nirvay ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା ଏସଆଇ । ସହିଦ ନଗର ଥାନା ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଥିଲା ଭିଜିଲାନ୍ସ । ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା…
ବ୍ୟବସାୟ ବ୍ଲାକରୋଜ ମାମଲା; ସିବିଆଇର ସତ୍ୟପାଠ ଦାଖଲ March 19, 2024 Nirvay ଭୁବନେଶ୍ୱର : ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ସିବିଆଇ । ଏହି ମାମଲାର ତଦନ୍ତ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଦୁଇ ଥର ଅନୁରୋଧ କରାଯାଇଥିବା ସତ୍ତ୍ୱେ ରାଜ୍ୟ…
ବ୍ୟବସାୟ ରାଜ୍ୟ ନିର୍ବାଚନ ପ୍ରସ୍ତୁତି ନେଇ ଓଡ଼ିଶା ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ March 18, 2024 Nirvay ଭୁବନେଶ୍ବର: ଆଗାମୀ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ…
ବ୍ୟବସାୟ ରାଜନୀତି ରାଜ୍ୟ ବିଜେଡ଼ି ବିଜେପି ମେଣ୍ଟକୁ ନେଇ ବୟାନ ରଖିଲେ ଜୁଏଲ ଓରାମ March 18, 2024 Nirvay ସାମ୍ନାକୁ ଆସିଛି ଜୁଏଲ ଓରାମଙ୍କ ବୟାନ। ମେଣ୍ଟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବାବେଳେ ସେ ଆଜି ଏମିତି କିଛି କହିଛନ୍ତି। ଆଜି ଦିଲ୍ଲୀ ଗସ୍ତରେ ମଧ୍ୟ ଯାଇଛନ୍ତି ଓରାମ। ମେଣ୍ଟ ସସପେନ୍ସ ଲାଗିରହିଥିବା ବେଳେ ସେ କହିଛନ୍ତି ଯେ ଆମ…
ବ୍ୟବସାୟ ରାଜନୀତି ଓଡ଼ିଶା କଂଗ୍ରେସର ଗ୍ୟାରେଣ୍ଟି ସ୍କିମ୍; ପଢନ୍ତୁ ପୁରା ଖବର March 15, 2024 Nirvay ଆସନ୍ତାକାଲି ନୋଟିଫିକେସନ୍ ଜାରି କରିବେ ନିର୍ବାଚନ କମିଶନ । ଏହା ପୂର୍ବରୁ ଓଡ଼ିଶା କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି ।୯ଟି ବଡ ଗ୍ୟାରେଣ୍ଟି ସହିତ ୯୦ ସଙ୍କଳ୍ପ ଜାରି କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟରେ…
ବ୍ୟବସାୟ ଓଡ଼ିଶାରେ ହେବ ନାହିଁ ମେଣ୍ଟ! ବିଜେପି ଏକାକୀ ସରକାର ଗଠନ କରିବ କହିଲେ ମନମୋହନ March 14, 2024 Nirvay ଭୁବନେଶ୍ୱର: ଓଡ଼ିଶାର ଅସ୍ମିତା ନେଇ ବିଜେପି ନିର୍ବାଚନ ଲଢ଼ିବ। ଓଡ଼ିଶାରେ ବିଜେପି ଏକୁଟିଆ ସରକାର ଗଠନ କରିବ। କିଛି ଏଭଳି ଦୃଢୋକ୍ତି ଆଜି ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମନମୋହନ…