Category: ବ୍ୟବସାୟ

ଖଣି କମ୍ପାନୀଙ୍କଠାରୁ ରୟାଲଟି ଆଦାୟ କରିପାରିବେ ରାଜ୍ୟ

ଖଣି ଉପରେ ରୟାଲଟି ଆଦାୟ ଅଧିକାରକୁ ନେଇ ଆଜି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ରାୟ ଅନୁସାରେ ଖଣି ବହୁଳ ରାଜ୍ଯଗୁଡିକ ବିଭିନ୍ନ ଖଣି କମ୍ପାନିଙ୍କଠାରୁ ବକେୟା ରୟାଲଟି ଆଦାୟ । ଏପରିକି ବିଗତ ୧ ଏପ୍ରିଲ ୨୦୦୫ରୁ ରାଜ୍ଯମାନେ ଲେଭି ଲାଗୁ…

ବିଜେଡି ନେତାମାନେ ପ୍ରଥମେ ଦଳୀୟ କର୍ମୀଙ୍କୁ ସମ୍ମାନ ଦିଅନ୍ତୁ: ସୁରଥ ବିଶ୍ୱାଳ

ଜଣେ କୁଡ୍‌ମୀ ସମାଜ ଓ ପଛୁଆ ବର୍ଗର ନେତ୍ରୀଙ୍କୁ ସାମାନ୍ୟ ଗଛର ଡାଳ ସହ ତୁଳନା କରି ସମଗ୍ର କୁଡ୍‌ମୀ ସମାଜ, ମୟୁରଭଞ୍ଜବାସୀ ତଥା ସମସ୍ତ ବିଜେଡି କର୍ମୀଙ୍କୁ ଅସମ୍ମାନ କରାଯାଇଛି । ଆଜି ବିଜେଡି ରାଜ୍ୟ ସଭାପତି ଶ୍ରୀ ନବୀନ…

ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆମେରିକାକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦରେ ଥିବା ଆମେରିକାର କନସୋଲ ଜେନେରାଲ୍ ଜେନିଫର୍ ଲାରସନ ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଜିଙ୍କୁ ଆମେରିକା ଏବଂ ଓଡିଶା ମଧ୍ୟରେ ଭାଗିଦାରୀକୁ ମଜଭୁତ କରିବାର ଉପାୟ ବିଷୟରେ ଆଲୋଚନା କରିବାକୁ ଡାକିଥିଲେ। କନସୋଲ ଜେନେରାଲଙ୍କୁ…

ବିଜେଡିର ୧୫ ଜଣିଆ ଟିମ୍‌ ଗଠିତ

ବିଜୁ ଜନତା ଦଳର ନୂଆ କମିଟି ଗଠନ ହୋଇଛି। ବିଭିନ୍ନ କାର୍ଯ୍ୟକ୍ରମର ସଠିକ ପରିଚାଳନା ପାଇଁ କମିଟି ଗଠନ କରାଯାଇଛି। କମିଟିର ଅଧ୍ୟକ୍ଷ ହେଲେ ଦେବୀପ୍ରସାଦ ମିଶ୍ର। ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ଟିମ୍‌ ଗଠିତ ହୋଇଛି। ଏହି ଟିମରେ…

ସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା

ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ବିଶ୍ଵ ଅର୍ଥନୀତି। ଆଜି ବଜାସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା ର ଆରମ୍ଭରୁ ଖସିଲା ସେୟାର ବଜାର। ସେୟାର ମାର୍କେଟରେ ବଡ଼ ଧରଣର କ୍ରାସ୍ ହୋଇଥିବାରୁ ବୁଡିଲା…

ଅଗଷ୍ଟ ୭ ରୁ ୯ ରେ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ

ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଜାରି ରଖିଛନ୍ତି ଉଦ୍ୟମ। ଏଥିପାଇଁ ଅଗଷ୍ଟ ୭,୮ ଓ ୯ ତାରିଖରେ ପୁଣେ ଓ ଅହମ୍ମଦାବାଦରେ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୋହନ ସରକାରଙ୍କ…

ସାମ୍ନାକୁ ଆସିଲା ମେକ୍‌ ଇନ୍‌ ଓଡ଼ିଶାର ନୈରାଶ୍ୟ

ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କ ଉତ୍ତରରୁ ସାମ୍ନାକୁ ଆସିଲା ପୂର୍ବ ସରକାରର ମେକ୍‌ ଇନ୍‌ ଓଡ଼ିଶାର ନୈରାଶ୍ୟ । ସୂଚନା ଅନୁସାରେ ୨୦୨୨ରେ ମେକ୍‌ ଇନ୍‌ ଓଡ଼ିଶା ଆୟୋଜନ ପାଇଁ ଖର୍ଚ୍ଚ ୫୭ କୋଟି ୭୩ ଲକ୍ଷ ହୋଇଥିଲା । ୭୪୧ଟି ପ୍ରସ୍ତାବରେ…

୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ

ଗତ ୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । ୫୧୨ ଶିଳ୍ପ ସଂସ୍ଥା ଏମ୍‌ଓୟୁ କରିଥିଲେ । ହେଲେ ସେଥିରୁ ମାତ୍ର ୩୦ଟି କାର୍ଯ୍ୟକ୍ଷମ ହୋଇଛି। ୧୧ ଲକ୍ଷ ୮୫ ହଜାର ୨୮୧…

ପୂର୍ଣ୍ଣାଙ୍ଗ ବଜେଟରେ ରେଳ ସୁରକ୍ଷା ପାଇଁ ଦିଆଯାଇଛି ସ୍ୱତନ୍ତ୍ର ଫୋକସ: ଅଶ୍ୱିନୀ ବୈଷ୍ଣବ 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିଥିବା ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରେଳବାଇ ପାଇଁ ବଜେଟ ଉପରେ ସାମ୍ୱାଦିକ ସମ୍ମିଳନୀ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବଜେଟ୍‌ରେ ରେଳବାଇ କ୍ଷେତ୍ରର ଆଧୁନିକୀକରଣ ଏବଂ ସୁରକ୍ଷା ଉପରେ ଅଧିକ…

କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଭିଡିଓ ମଧ୍ୟରେ କହିଛନ୍ତି , ଏହା ଓଡ଼ିଶା ପାଇଁ ନୈରାଶ୍ୟଜନକ । ନିର୍ବାଚନ ସମୟରେ ବିଜେପିର ନେତା ଓଡିଶାବାସୀଙ୍କୁ…