Category: ବ୍ୟବସାୟ

୪୧ ଟଙ୍କା ଶସ୍ତା କମିଲା କମର୍ସିଆଲ ଗ୍ୟାସ୍‌ ଦର

ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଥିବା ବେଳେ ୪୧ ଟଙ୍କା ଶସ୍ତା ହେଲା ଏଲପିଜି କମର୍ସିଆଲ ଗ୍ୟାସ୍‌ ଦର । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ ପାଇଛି। ନୂତନ ମୂଲ୍ୟ ଆଜିଠାରୁ…

ଏପ୍ରିଲ୍ ୧ ରୁ ନିଷ୍କ୍ରିୟ ନମ୍ବରରେ ହୋଇପାରିବନି ୟୁପିଆଇ ପେମେଣ୍ଟ

ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର । ଏପ୍ରିଲ୍ ୧ ଅର୍ଥାତ ଆସନ୍ତାକାଲିଠୁ ନୂତନ ନିୟମ ଲାଗୁ ହେବାକୁ ଯାଉଛି । ଯାହା Google Pay, PhonePe ଏବଂ Paytm ଭଳି ପେମେଣ୍ଟ ଆପ୍ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ।…

ମହଙ୍ଗା ହେବ ଏଟିଏମରୁ ଟଙ୍କା ଉଠାଇବା ଚାର୍ଜ

ଏଣିକି ଏଟିଏମରୁ ଟଙ୍କା ଉଠାଣ ହେବ ମହଙ୍ଗା । ଟ୍ରାଞ୍ଜାକସନ ଲିମିଟ ପରେ ଅର୍ଥ ଉଠାଇଲେ ଗ୍ରାହକଙ୍କୁ ପୂର୍ବପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ୍ ଶୁଳ୍କ ବୃଦ୍ଧିକୁ ଅନୁମୋଦନ କରିଛି। ମେ ପହିଲାରୁ…

ଅଙ୍ଗନବାଡ଼ି ଛତୁଆ ଖାଇ ୨ ଶିଶୁକନ୍ୟାଙ୍କ ମୃତ୍ୟୁ; ୨ ଗୁରୁତର

ଅଙ୍ଗନବାଡ଼ି ନାଁରେ ଆସିଲା ସାଂଘାତିକ ଅଭିଯୋଗ। ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇଥିବା ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଛତୁଆ ଖାଇ ୨ ନାବାଳିକା ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ନେଇ ଅଭିଯୋଗ ହୋଇଛି।…

ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ ନିଲମ୍ୱିତ

ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଖିଲାପ ପାଇଁ ସରକାର ନେଲେ କାର୍ଯ୍ୟନୁଷ୍ଠାନ । ରାଜେନ୍ଦ୍ରଙ୍କ କାର୍ଯ୍ୟ ଉପରେ ସରକାର ତୀକ୍ଷଣ ନଜର ରଖୁଥିଲେ । କାର୍ଯ୍ୟଶୈଳୀରେ ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ସସପେଣ୍ଡ କରାଯାଇଛି…

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ କାଳରେ ସେ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବେ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।…

ଦ୍ବିତୀୟ ଦିନରେ ମଦ ବ୍ୟବସାୟୀଙ୍କ ଘରେ ଜାରି ରହିଛି ରେଡ୍; ମିଳୁଛି ପୁଳାପୁଳା ଟଙ୍କା

ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଜାରି ରହିଛି ରେଡ୍ । ଆୟକର ଫାଙ୍କିଥିବା ଅଭିଯୋଗରେ ଆଜି ବି ଦ୍ବିତୀୟ ଦିନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ। ମୋଟ୍ ୧୫ଟି ସ୍ଥାନରେ ରେଡ୍ କରୁଛି…

ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ

ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ । ପ୍ରାୟ ୧୩ ଦିନ ଧରି ଚାଲିବ ଏହି ଖାତାଦେଖା । ଏଥିଲାଗି ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୧୦ ଟାରୁ ଖାତା ଦେଖା ଆରମ୍ଭ…

୯୦ ହଜାର ଛୁଇଁଲା ସୁନା ଦର

ରେକର୍ଡ କଲା ସୁନା ଦର । ଦିନକୁ ଦିନ ସୁନା ଦର ବୃଦ୍ଧି ହୋଇ ଆଜି ୯୦ ହଜାର ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୯୦ ହଜାର ଛୁଇଁଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର…

ଅନାସ୍ଥା ପୂର୍ବରୁ କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ୍‌.ଲକ୍ଷ୍ମୀଙ୍କ ଇସ୍ତଫା

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ.ଲକ୍ଷ୍ମୀ ସେଠୀଙ୍କ ଇସ୍ତଫା । ଅନାସ୍ଥା ପୂର୍ବରୁ ଏନଏସି ଅଧ୍ୟକ୍ଷାଙ୍କ ଇସ୍ତଫା । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଇସ୍ତଫାପତ୍ର ପଠାଇଥିବା ସୂଚନା । ଅଧ୍ୟକ୍ଷାଙ୍କ ବିରୋଧରେ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ…