ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ନିଖୋଜ ହେବା ଘଟଣାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଆଜି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ରେଜିଷ୍ଟରରେ ଯେଉଁମାନେ ନେଇଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ନବୀନ ବାବୁ ନେଇଥାନ୍ତୁ କି ଯିଏ ନେଇଥାନ୍ତୁ କାର୍ଯ୍ୟାନୁଷ୍ଠାନ ହେବ । ନବ ଦାସ, ଲକ୍ଷ୍ମଣାନନ୍ଦ ସରସ୍ବତୀ, ମମିତା ମେହେର ହତ୍ୟାର ସାନି ତଦନ୍ତ ହେଉ । ମାହାଙ୍ଗା ଡବଲ ମର୍ଡର, ପରି ହତ୍ୟାକାଣ୍ଡ ପୁନର୍ବାର ତଦନ୍ତ ହେବା କଥା । ଏହାଦ୍ୱାରା ପୀଡ଼ିତ ପରିବାର ନ୍ୟାୟ ପାଇପାରିବେ । Post navigation Female Security Guard Attacked in Bhadrak: ମୁଖ୍ୟ ଚିକିତ୍ସାଳୟ ପରିସରରେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ ଅଭିଯୋଗ