ପବିତ୍ର ରଥଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ମୃତ ସେବାୟତଙ୍କ ନାମ ଧୋବା ଭୋଇ ବୋଲି ଜଣାପଡ଼ିଛି। ସେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ନିର୍ମାଣ କାମରେ ନିୟୋଜିତ ଥିଲେ। Post navigation Odisha CM seeks Name Change for Jagannath Temple in Digha Suvendu Adhikari makes Big Announcement: ‘Dham’ Word to be Removed from Digha Jagannath Temple Name