ଓଡ଼ିଶା ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ସମେତ ଅନ୍ୟ ୧୨ ଜଣଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ପୋଲିସ୍‌ SI ପରୀକ୍ଷା କେଳେଙ୍କାରୀରେ ଶଙ୍କର ଓ ସୁରେଶ ମଧ୍ୟ ଅଭିଯୁକ୍ତ ।

Leave a Reply

Your email address will not be published. Required fields are marked *