Tag: ASO Exam Scam

ASO Exam Scam: ASO ପରୀକ୍ଷା କେଳେଙ୍କାରୀ ମାମଲା; ୧୪ ଜଣଙ୍କ ଜାମିନ ଆବେଦନ ଖାରଜ

ଓଡ଼ିଶା ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ସମେତ ଅନ୍ୟ ୧୨ ଜଣଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ପୋଲିସ୍‌ SI ପରୀକ୍ଷା କେଳେଙ୍କାରୀରେ ଶଙ୍କର ଓ ସୁରେଶ ମଧ୍ୟ ଅଭିଯୁକ୍ତ…