Author: Papirani

ବାଲେଶ୍ବର ସହରରେ ଆଉ ୨ ଘଣ୍ଟା ହେଲା କର୍ଫ୍ୟୁ କୋହଳ

ବାଲେଶ୍ବର ଗୋଷ୍ଠୀ ସଂଘର୍ଷ କାରଣରୁ ପୁଲିସ ପ୍ରଶାସନ ପକ୍ଷରୁ ପୌରାଞ୍ଚଳରେ ଲାଗୁ ହୋଇଥିବା କର୍ପ୍ୟୁକୁ ଆଉ ୨ ଘଣ୍ଟା କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ଏଣିକି ୭ରୁ ୧୧ ପରିବର୍ତ୍ତେ ସକାଳ ୬ଟାରୁ ଦିନ ୧୨ଟା କର୍ଫ୍ୟୁ କୋହଳ…

ଓଡ଼ିଶା ଚାଷୀଙ୍କ ପାଇଁ ଖରିଫ ଋତୁରୁ ଧାନ MSP ହେବ ୩୧୦୦ ଟଙ୍କା

ରାଜ୍ୟରେ ଚାଷୀମାନଙ୍କ ପାଇଁ ଆସିଛି ଖୁସି ଖବର। ରାଜ୍ୟରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ ବୋଲି ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ”ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ…

ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍‌

ଭୁବନେଶ୍ବରରେ ଖୋଲିବାକୁ ଯାଉଛି ଚାଉଳ ଏଟିଏମ୍‌ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏହି ଚାଉଳ ଏଟିଏମ୍‌ ଖୋଲିବ। ଏଥିପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ, ଯାହାଦ୍ୱାରା ସେମାନେ…

ବାରବାଟୀରେ ଖେଳାହେବ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌

ଦୀର୍ଘ ଦିନ ପରେ କଟକ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା । ଯାହାକୁ ନେଇ ପୁଣି ଉତ୍ସାହିତ ହୋଇପଡିଛନ୍ତି କ୍ରିକେଟ୍‌ ପ୍ରେମୀ । କଟକର ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଇଂଲଣ୍ଡର ଅନ୍ତର୍ଜାତୀୟ ଦିନିକିଆ…

ଯାଜପୁରର ୨ ଠିକାଦାରଙ୍କ ଘରେ ଜିଏସ୍‌ଟି ରେଡ୍‌

ଯାଜପୁର ଧର୍ମଶାଳା ଜାରକା ବଜାରରେ ଆୟକର ବିଭାଗର ଚଢ଼ାଉ । ୨ ଠିକାଦାରଙ୍କ ଘରେ କେନ୍ଦ୍ରୀୟ ଜିଏସଟି ବିଭାଗର ଚଢାଉ କରିଥିବା ସୂଚନା । ଟିକସ ଫାଙ୍କି ଅଭିଯୋଗରେ କେନ୍ଦ୍ରୀୟ ଜିଏସଟି ବିଭାଗର ଚଢାଉ ହୋଇଛି । ଜାରକା ବଜାରରେ ଥିବା…

କାଲି ସାରା ରାଜ୍ୟରେ ସକାଳୁଆ ସ୍କୁଲ

ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ପାଇଁ ସକାଳୁଆ ସ୍କୁଲ କରିବା ନେଇ…

ଅନୁଭବ-ବର୍ଷା ବିବାଦ ମାମଲାରେ ଅନୁଭବ ମହାନ୍ତିଙ୍କ ବିରୋଧରେ ଚାର୍ଜଫ୍ରେମ୍

ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ଚାର୍ଜଫ୍ରେମ୍। ଏନବିଡବ୍ଲୁ ମାମଲାରେ କଟକ ଜେଏମ୍ ଏଫ୍ ସି କୋର୍ଟରେ ହାଜରହେଲେ ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ସହଯୋଗୀ । ପୁରୀ ଘାଟ ଥାନା…

ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା: ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି

ଭୁବନେଶ୍ବରରେ ମୁକୁଳା ଡ୍ରେନରେ ପଡ଼ି ନାବାଳକ ମୃତ୍ୟୁ ଘଟଣାରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି। ଗତକାଲି ବିଏମସିକୁ ଏନେଇ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ। କେତେ ଡ୍ରେନ ମୁକୁଳା ଅଛି ଓ କେତେ କାମ ବାକି ରହିଛି…

ବିହାର ସରକାରଙ୍କୁ ପାଟନା ହାଇକୋର୍ଟଙ୍କ ଝଟ୍‌କା

ପାଟନା ହାଇକୋର୍ଟ ସଂରକ୍ଷଣ ପ୍ରସଙ୍ଗରେ ବିହାର ସରକାରଙ୍କୁ ଏକ ବଡ ଝଟ୍‌କା ଦେଇଛନ୍ତି । ଜାତିଭିତ୍ତିକ ଜନଗଣନା ପରେ ବିହାର ସରକାରଙ୍କ ଦ୍ଵାରା ସଂରକ୍ଷଣ ସୀମା ବୃଦ୍ଧି କରିବା ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ଶିକ୍ଷା ଓ ଚାକିରି କ୍ଷେତ୍ରରେ…

ବାଚସ୍ପତି ହେଲେ ସୁରମା ପାଢ଼ୀ

ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ରଣପୁର ବିଧାୟିକା ସୁରମା ପାଢ଼ୀ । ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି ସୁରମା। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ…