ତାଜା ଖବର ରାଜ୍ୟ Odisha Floods Situation: ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ July 31, 2026 Papirani ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଏହାରି ମଧ୍ୟରେ ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିନ ୧୦ଟାରେ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ସର୍ଭେ କରିବେ ମୁଖ୍ୟମନ୍ତ୍ରୀ…
ଖେଳ ତାଜା ଖବର Saffron Jersey Row: ଜର୍ସି ରଙ୍ଗ ପରିବର୍ତ୍ତନ ବିବାଦ; ସ୍ପଷ୍ଟୀକରଣ ମାଗିଲେ ସଭାପତି ଦିଲୀପ ତିର୍କୀ July 31, 2026 Papirani ଭାରତୀୟ ହକି ଦଳର ପାରମ୍ପରିକ ନୀଳ ଜର୍ସିକୁ ଆସନ୍ତା ଏଫ୍.ଆଇ.ଏଚ୍. ହକି ବିଶ୍ଵକପ୍ (FIH Hockey World Cup) ପାଇଁ କେଶରିଆ (ସାଫ୍ରନ୍) ରଙ୍ଗରେ ପରିବର୍ତ୍ତନ କରାଯିବା ନିଷ୍ପତ୍ତିକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ଜର୍ସି ରଙ୍ଗ ପରିବର୍ତ୍ତନ ନିଷ୍ପତ୍ତିର…
ତାଜା ଖବର ରାଜନୀତି ରାଜ୍ୟ Rajya Sabha MP Dilip Ray Meets Odisha CM: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ; ଓଡ଼ିଶାର ବିକାଶ ନେଇ ଆଲୋଚନା July 31, 2026 Papirani ଆଜି ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ। ଏହି ସାକ୍ଷାତକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟର ପ୍ରଗତି ଏବଂ ଜନକଲ୍ୟାଣ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା…
ତାଜା ଖବର ରାଜ୍ୟ Pitabas Panda Murder Case: ପୀତାବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଶୁଣାଣି ଶେଷ, ରାୟ ସଂରକ୍ଷିତ July 31, 2026 Papirani ବରିଷ୍ଠ ଆଇନଜୀବୀ ପୀତାବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ମାମଲାର ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ମାନ୍ୟବର ହାଇକୋର୍ଟ ଏହି ଆବେଦନ ଉପରେ ନିଜର ରାୟ ସଂରକ୍ଷିତ…
ତାଜା ଖବର ରାଜନୀତି ରାଜ୍ୟ Odisha CM Meets Union Ministers in Delhi: ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ଓ ରେଳମନ୍ତ୍ରୀଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ July 31, 2026 Papirani ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟର ପ୍ରଗତି, ଆଇନଶୃଙ୍ଖଳା ଏବଂ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଏହି ବୈଠକଗୁଡ଼ିକ…
ତାଜା ଖବର ରାଜ୍ୟ Mahanadi Flood Alert: ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ: ରାଜସ୍ୱ ମନ୍ତ୍ରୀ July 31, 2026 Papirani ମହାନଦୀରେ ବନ୍ୟା ଜଳ କ୍ରମାଗତ ଭାବେ ବଢିବାରେ ଲାଗିଛି । ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ମହାନଦୀକୁ ଛାଡିଦେଲେ…
ତାଜା ଖବର ରାଜ୍ୟ Odisha Medical PG Paper Leak: ମେଡିକାଲ୍ ପିଜି ପରୀକ୍ଷା ପେପର୍ ଲିକ୍ ଘଟଣା; ତଦନ୍ତ ପାଇଁ ଗଠନ ହେଲା ୫ ଜଣିଆ କମିଟି July 31, 2026 Papirani ବ୍ରହ୍ମପୁରର ଏମକେସିଜିରେ ଅଲ୍ ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷା ପେପର୍ ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ବ୍ରହ୍ମପୁରସ୍ଥିତ ଏମକେସିଜି (MKCG) ମେଡିକାଲ କଲେଜ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଏହି ଘଟଣାର ସଠିକ୍ ଓ ବିଧିବଦ୍ଧ ତଦନ୍ତ କରିବା ପାଇଁ…
ତାଜା ଖବର ରାଜ୍ୟ Hirakud Dam Water Level Rises: ହୀରାକୁଦରେ ଜଳସ୍ତର ବୃଦ୍ଧି; ଖୋଲିଲା ଢ୍ୟାମର ଆଉ ୧୦ ଗେଟ୍ July 31, 2026 Papirani ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ଲଗାତାର ବଢ଼ୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବଡ଼ ପଦକ୍ଷେପ ନେଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ। ଆଜି ଏକାଥରେ ଆଉ ୧୦ଟି ଗେଟ୍ ଖୋଲାଯାଇଥିବାରୁ ବର୍ତ୍ତମାନ ଡ୍ୟାମର ମୋଟ ୧୨ଟି ଗେଟ୍…
ତାଜା ଖବର ରାଜ୍ୟ Traffic Restrictions on BBSR-Cuttack: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଟ୍ୱିନ୍ ସିଟିରେ ଟ୍ରାଫିକ କଟକଣା ଜାରି July 31, 2026 Papirani ଆସନ୍ତା ଅଗଷ୍ଟ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ଯାନବାହନ…
ତାଜା ଖବର ରାଜ୍ୟ Schools Closed In Four Districts: ରାଜ୍ୟରେ ବନ୍ୟା ପରିସ୍ଥିତି; ୪ଟି ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା July 31, 2026 Papirani ଆଜି ୪ଟି ଜିଲ୍ଲାରେ ସ୍କୁଲ୍ ଛୁଟି ବନ୍ଦ । ବନ୍ୟା ପରି ପରିସ୍ଥିତି ଏବଂ ପ୍ରତିକୂଳ ପାଗ ଯୋଗୁଁ ରାଜ୍ୟର ଚାରୋଟି ଜିଲ୍ଲା ଜଗତସିଂହପୁର, ଭଦ୍ରକ ଓ ଯାଜପୁରରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର…