Author: Nirvay

Matsya Prani Samavesh: ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୬ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେଉଛି ମତ୍ସ୍ୟ ପ୍ରାଣୀ ସମାବେଶ ୨୦୨୬ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭ ଉଦଘାଟନ କରିଛନ୍ତି । ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର…

Atal Pension Yojana Extended: ୨୦୩୦-୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା ଅବଧି ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସୋମବାର ଦିନ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି…

Sunita Williams Retires From NASA: ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରେ ୨୭ ବର୍ଷ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି । ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ । ତିନୋଟି ମିଶନରେ ୬୦୮ ଦିନର ମହାକାଶ ଯାତ୍ରା ଏବଂ ଅଗଣିତ ରେକର୍ଡ…

Bird Census In Hirakud: ଚଳିତ ବର୍ଷ ହୀରକୁଦକୁ ଆସିଛନ୍ତି ୪ ଲକ୍ଷ ପକ୍ଷୀ

ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଶେଷ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରେ ପ୍ରବାସୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଥିବା ଜଣାପଡ଼ିଛି ।ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ୧୨୮ ପ୍ରଜାତିର ମୋଟ ୪ ଲକ୍ଷ ୨୧ ହଜାର ପକ୍ଷୀଙ୍କ ଆଗମନ ରେକର୍ଡ କରିଛି । ଗତବର୍ଷ…

Ratha Jatra Cordon Pass Row: ୨୦୨୫ କର୍ଡନ ପାସ ପାଇଥିବା ଭିଭିଆଇପିଙ୍କ ବିବରଣୀ ପ୍ରକାଶ କଲାନି ପୁରୀ ଜିଲ୍ଲା ପ୍ରଶାସନ

୨୦୨୫ ପୁରୀ ରଥଯାତ୍ରା ସମୟରେ କର୍ଡନ ପାସ ପାଇଥିବା ୨୫୦୦ ଭିଭିଆଇପିଙ୍କ ବିବରଣୀ ପ୍ରକାଶ କରାଯିବ ନାହିଁ ବୋଲି ପୁରୀ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛି । ତାହାର ତାଲିକା ସୂଚନା ଅଧିକାର ଅଧିନିୟମର ଧାରା ୮ (୧) (ଞ୍ଜ)…

Tamil Nadu Literary Awards: ଓଡ଼ିଆ ସମେତ ୭ ଭାଷା ପାଇଁ ତାମିଲନାଡୁ ସାହିତ୍ୟ ପୁରସ୍କାର ଘୋଷଣା କଲେ ଷ୍ଟାଲିନ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସାତଟି ଭାରତୀୟ ଭାଷାରେ ଉତ୍କୃଷ୍ଟ କୃତିକୁ ସମ୍ମାନିତ କରିବା ପାଇଁ ବାର୍ଷିକ ଜାତୀୟ ସ୍ତରୀୟ ସାହିତ୍ୟ ପୁରସ୍କାର “ସେମ୍ମୋଝି ସାହିତ୍ୟିକ ପୁରସ୍କାର” ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଚେନ୍ନାଇ ଆନ୍ତର୍ଜାତୀୟ ପୁସ୍ତକ…

Fire At Bhubaneswar Unit-I Market: ଭୁବନେଶ୍ୱର ୧ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ଜଳିଗଲା ୪୦ରୁ ଅଧିକ ଦୋକାନ

ସୋମବାର ଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ରାତି ପ୍ରାୟ ଗୋଟାଏରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହା କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…

Early Morning Operation of 2023: ଆର୍ଲି ମର୍ଣ୍ଣିଂ ଅପରେସନର କିଏ ସୂତ୍ରଧର?

ନିର୍ଭୟ ମିଡିଆ, ଭୁବନେଶ୍ୱର: ୨୦୨୩ ଅଗଷ୍ଟ ୫ । ଏହିଦିନ ସକାଳେ ମେ’ ଫେୟାର ହୋଟେଲରେ ନବୀନ ସରକାରଙ୍କ ପତନର ଷଡ଼ଯନ୍ତ୍ରର କାହାଣୀ ରଚିତ ହୋଇଥିଲା । ସେହିଦିନ ହିଁ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆଣିବା ପାଇଁ ମଞ୍ଜି ପୋତାଯାଇଥିଲା…

Did Atanu Sabotage BJD: ମହାକାଳପଡ଼ାରେ ବୈଜୟନ୍ତ ଅଧିକ ଭୋଟ ପାଇଲେ କିପରି? ଷଡ଼ଯନ୍ତ୍ରକାରୀ ଥିଲେ କି ଅତନୁ?

ନିର୍ଭୟ ମିଡିଆ, ଭୁବନେଶ୍ୱର/କେନ୍ଦ୍ରାପଡ଼ା: ପୂର୍ବ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପାଗଳ ବୋଲି ଛିଗୁଲେଇଥିଲେ ବିଜୁ ଜନତା ଦଳର କେତେ ଜଣ ବିଧାୟକ । ଜୟନାରାୟଣ ଯେଉଁ ୫ଟି ଏବଂ ଶ୍ରଦ୍ଧା ପ୍ରସଙ୍ଗ ଉଠାଇଥିଲେ ତାହା ସରକାର ବିଶେଷ…

Corruption, Traitor & Naveen: ଦୁର୍ନୀତି, ବିଶ୍ୱାସଘାତକ ଓ ନବୀନ ବାବୁ

ନବୀନ ଦାସ: ଚମ୍ପୁଆ ବିଧାୟକ ସନାତନ ମହାକୁଡ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜୁ ଜନତା ଦଳ ସଭାପତି ନବୀନ ପଟନାୟକ ‘ଦଳ ବିରୋଧୀ’ କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି । ଏହା ନବୀନଙ୍କଦ୍ୱାରା ସ୍ୱାକ୍ଷରିତ ପ୍ରେସ ବିବୃତିରେ ଉଲ୍ଲେଖ…