ରାଜ୍ୟ HC Issues Notice To Usha Padhee: ଅଦାଲତ ଅବମାନନା ମାମଲାରେ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟଙ୍କ ହାଜିରା ନିର୍ଦ୍ଦେଶ January 24, 2026 Nirvay ଅଦାଲତ ଅବମାନନା ମାମଲାରେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଓଡିଶା ହାଇକୋର୍ଟ ହାଜିରା ନିର୍ଦ୍ଦେଶ ଦେଇଛନ୍ତି । ଖାଲି ଏତିକି ନୁହେଁ ସଚିବଙ୍କ ସହ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର…
ରାଜ୍ୟ State-Level Republic Day Parade At Bhubaneswar: ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ ପାଇଁ ଜୋରସୋରରେ ଅଭ୍ୟାସ January 24, 2026 Nirvay ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ । ସମାରୋହ ପୂର୍ବରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆରମ୍ଭ ହୋଇଛି ପରେଡ୍ ରିହର୍ସାଲ । ଆଜି ଫୁଲଡ୍ରେସ ରିହରସାଲ୍ କରାଯାଉଛି । ଏଥର ଗଣତନ୍ତ୍ର ଦିବସ ପରେଡରେ ୫୪ଟି କଣ୍ଟିଜେଣ୍ଟ ଭାଗ ନେବେ…
ତାଜା ଖବର ରାଜ୍ୟ Non-Veg Ban On Republic Day: କୋରାପୁଟ ଜିଲ୍ଲାରେ ଗଣତନ୍ତ୍ର ଦିବସରେ ଆମିଷ ନିଷେଧ January 24, 2026 Nirvay ଗଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଆମିଷ ଭୋଜନ ନିଷେଧ କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ହୋଟେଲ, ରେସ୍ତୋରାଁ ଓ ଆମିଷ ଭୋଜନାଳୟକୁ ନିରାମିଷ ଭୋଜନ ପରିସର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷେଧାଦେଶ କଡ଼ାକଡ଼ି…
ଦେଶ ରାଜ୍ୟ Vice President In Odisha: ନେତାଜୀ ଜୟନ୍ତୀରେ ପରିକ୍ରମା ଦିବସରେ ସାମିଲ ହେଲେ ଉପରାଷ୍ଟ୍ରପତି January 23, 2026 Nirvay ପଦ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ଓଡ଼ିଶା ଗସ୍ତ କରି ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକରେ ଅନୁଷ୍ଠିତ ପରିକ୍ରମା ଦିବସରେ ସାମିଲ ହୋଇଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ନେତାଜୀ ଜୟନ୍ତୀରେ ଓଡ଼ିଆରେ…
ରାଜ୍ୟ Private Bus Owners Withdraw Strike: ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ January 23, 2026 Nirvay ବସ୍ ଯାତ୍ରୀଙ୍କ ପାଇଁ ବଡ ସୂଚନା । ଆସନ୍ତା ୨୪ ତାରିଖରୁ ରାଜ୍ୟବ୍ୟାପୀ ହେବାକୁଥିବା ଘରୋଇ ବସ୍ ଧର୍ମଘଟ ଡାକରାକୁ ବସ୍ ମାଲିକ ସଂଘ ଆଜି ପ୍ରତ୍ୟାହୃତ କରିଛି । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବସ୍ ସେବା ସଂପ୍ରସାରଣକୁ ବିରୋଧ କରି…
ରାଜ୍ୟ Ratha Katha Anukula Performed: ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେଲା ରଥକାଠ January 23, 2026 Nirvay ଆଜି ପବିତ୍ର ଶ୍ରୀପଞ୍ଚମୀରେ ରଥ କାଠ ଅନୁକୂଳ ହୋଇଛି । ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀ ଅବସରରେ ଚଳିତ ବର୍ଷ ୨୦୨୬ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଅନୁସାରେ, ଶ୍ରୀମନ୍ଦିର…
ଦେଶ Jharkhand Encounter: ଝାଡ଼ଖଣ୍ଡରେ ଏନକାଉଣ୍ଟର; ୧୫ ମାଓବାଦୀ ନିପାତ January 22, 2026 Nirvay ମାଓ ଦମନ ନେଇ ବଡ଼ ଅଭିଯାନ । ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ସରଣ୍ଡା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ଆଜି ସୁରକ୍ଷାବାହିନୀଙ୍କ ଦ୍ୱାରା ୧୫ ଜଣ ନକ୍ସଲ ନିହତ ହୋଇଛନ୍ତି । ନିପାତ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ…
ରାଜନୀତି ରାଜ୍ୟ Naveen Chairs BJD PAC Meeting: ନବୀନ ନିବାସରେ ସରିଲା ବିଜେଡି ରାଜନୈତିକ ବ୍ୟାପାର କମିଟିର ଷଷ୍ଠ ବୈଠକ January 22, 2026 Nirvay ଆଜି ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଷଷ୍ଠ ବିଜୁ ଜନତା ଦଳ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ…
ତାଜା ଖବର ରାଜ୍ୟ Oil Tanker Leak In Bhubaneswar: ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି; ଯାତାୟାତ ବାଧାପ୍ରାପ୍ତ January 21, 2026 Nirvay ବୁଧବାର ଦିନ ଭୁବନେଶ୍ୱରସ୍ଥିତ ପଳାସୁଣୀ ଅଞ୍ଚଳରେ ଏକ ଟ୍ୟାଙ୍କରରୁ ତେଲ ଲିକ୍ ହୋଇ ରାସ୍ତା ଉପରେ ତେଲ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଟ୍ୟାଙ୍କରଟି ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା ।…
ତାଜା ଖବର ରାଜ୍ୟ Thar Tragedy In Bhubaneswar: କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ January 21, 2026 Nirvay ବୁଧବାର ଦିନ ଭୁବନେଶ୍ୱରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗଙ୍ଗପଡ଼ା ଅଞ୍ଚଳରେ, ଏନ୍ଏଚ୍ରେ କଣ୍ଟେନରକୁ ଥାର୍ ପଛରୁ ଧକ୍କା ଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଥାର୍ ଗାଡ଼ି ସଂପୂର୍ଣ୍ଣ ଚୁର୍ମାର୍ଆ ହୋଇଯାଇଥିବାବେଳେ ଆଉ ଜଣେ…