Author: Nirvay

Delhi Police Busts Terror Network: ଆତଙ୍କୀ ଲିଙ୍କ୍‌ରେ ଓଡ଼ିଶାର ଶେଖ୍ ଇମ୍ରାନ ଦିଲ୍ଲୀରେ ଗିରଫ

ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ୪ ଜଣ ମୌଳବାଦୀଙ୍କ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଅଞ୍ଚଳର ଶେଖ୍ ଇମ୍ରାନ ଥିବା ସୂଚନା ମିଳିଛି । ଆତଙ୍କୀ ଲିଙ୍କ୍ ଅଭିଯୋଗରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ…

PM Modi to Address Nation: ଆଜି ରାତି ୮:୩୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ୩୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ସମ୍ୱିଧାନ ସଂଶୋଧନ ବିଲ୍-୨୦୨୬ ସହ ଯୋଡ଼ି ହୋଇଥିବା ମହିଳା ସଂରକ୍ଷଣ ବିଲ୍ ସଂସଦରେ କାଟ୍ ଖାଇବା ପରେ ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି…

DA Hike for Central Government Employees: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ମହଙ୍ଗା ଭତ୍ତା ବୃଦ୍ଧି

କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ନିଜ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୬ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ…

Trump Warns Iran: ଶାନ୍ତି ଆଲୋଚନା ପୂର୍ବରୁ ଇରାନ କୁ ଟ୍ରମ୍ପଙ୍କ ପୁଣି ଚେତାବନୀ

ଶାନ୍ତି ଆଲୋଚନା ଆରମ୍ଭ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ବୁଧବାର ସୁଦ୍ଧା ଯଦି ଚୁକ୍ତି ନହୁଏ, ତେବେ ବର୍ତମାନ ଯୁଦ୍ଧବିରତିକୁ ଆଉ ବୃଦ୍ଧି…

Heatwave Alert in Odisha: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଆସନ୍ତା ଏପ୍ରିଲ ୨୦ ତାରିଖରୁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରିଛନ୍ତି। କେବଳ ସ୍କୁଲ୍-କଲେଜ୍ ନୁହେଁ, ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ…

Heat Wave Grips Odisha: ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାରେ ଆଜିଠୁ ୨୨ ତାରିଖ ଯାଏଁ ସ୍କୁଲ୍‌, କଲେଜ୍‌ ଛୁଟି ଘୋଷଣା

ସମଗ୍ର ରାଜ୍ୟରେ ଖରାର ପ୍ରକୋପ ଲାଗିରହିଥିବାବେଳେ ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାପାଳ ଆଜିଠୁ ଏପ୍ରିଲ ୨୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରିଛନ୍ତି । ତେବେ ନିର୍ଦ୍ଦେଶ…

Dual Citizenship Case: ଦ୍ୱୈତ ନାଗରିକତା ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ପକ୍ଷରୁ ଶକ୍ତ ଧକ୍କା । ଦ୍ୱୈତ ନାଗରିକତା ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ହାଇକୋର୍ଟ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତାଙ୍କ ପକ୍ଷରୁ ଦାୟର ହୋଇଥିବା…

President Murmu to Visit Odisha: ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ଏପ୍ରିଲ ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସୁରକ୍ଷା, ଯାତାୟାତ ଓ କାର୍ଯ୍ୟକ୍ରମ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା…

Constitution (131st Amendment) Bill, 2026: ପାସ୍‌ ହୋଇପାରିଲାନି ସମ୍ୱିଧାନ ସଂଶୋଧନ ବିଲ୍‌-୨୦୨୬; ସୀମା ପୁନଃନିର୍ଦ୍ଧାରଣ ବିଲ୍-୨୦୨୬ ପ୍ରତ୍ୟାହାର

ବିବାଦ ଓ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ ବିଲ୍-୨୦୨୬କୁ ପ୍ରତ୍ୟାହାର କରିନେଇଛନ୍ତି । ଏହା ସହିତ କେନ୍ଦ୍ରଶାସିତ ଅଞ୍ଚଳ ଆଇନ୍ ସଂଶୋଧନ ବିଲ୍-୨୦୨୬ ମଧ୍ୟ ପ୍ରତ୍ୟାହାର ହୋଇଛି । ସୂଚନା ଅନୁଯାୟୀ, ସମ୍ୱିଧାନ ସଂଶୋଧନ ବିଲ୍ ସଂସଦରେ ଫେଲ୍…

Delimitation Bill 2026: ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬ ଦକ୍ଷିଣ ରାଜ୍ୟଗୁଡ଼ିକୁ ଲାଭାନ୍ୱିତ କରିବ, କ୍ଷତି ପହଞ୍ଚାଇବ ନାହିଁ: ଅମିତ ଶାହ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ୨୦୨୬, ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍ ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ୨୦୨୬ ଉପରେ ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି…