Author: Nirvay

ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଓଡ଼ିଶାରେ ବିଜେପି ବରିଷ୍ଠ ନେତା ତଥା ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଆଜି ବାଲେଶ୍ୱର ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବାଲେଶ୍ୱର NOCCI ହଲରେ ସକାଳ ସାଢ଼େ ୧୦ଟାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି ଓମ୍ ବିର୍ଲା।…

ବିଜେଡି ଦଳର ହାତ ବାରିସ ସାଜିଛନ୍ତି ପୋଲିସ ଅଧିକାରୀ: ଗୋଲକ ମହାପାତ୍ର

ଭୁବନେଶ୍ୱର :ବିଜୁ ଜନତା ଦଳର ପ୍ରବକ୍ତା ପୂର୍ବା ଅପରୂପାଙ୍କଠୁ ପୁଳାପୁଳା ନଗଦ ଟଙ୍କା ଜବତ ହେବା ସତ୍ତ୍ୱେ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିନି । ଏପରିକି ଶାସକ ବିଜେଡି ଚାପରେ ଅନ୍ୟ ଲୋକଙ୍କଠୁ ଟଙ୍କା ଜବତ ହୋଇ ଦର୍ଶାଇ…

ମୁଖ୍ୟମନ୍ତ୍ରୀଙ୍କ ମାଇକ ଧରିବାକୁ କେବଳ ଜଣକୁ ସୁଯୋଗ ମିଳୁଛି କାହିଁକି : ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର : ବିଜେପି ନେତା ତଥା ଆସମ ମୁଖ୍ୟମନ୍ତ୍ରୀ ଓଡିଶା ଗ୍ରସ୍ତ ରେ ଆସି ବିଜେଡିକୁ କଡା ସମାଲୋଚନା କରିଛନ୍ତି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିକୁ ବଳ ଦେବାକୁ ବିଜେଡିକୁ ଟାର୍ଗେଟ କରିଛନ୍ତି । ଭୁବନେଶ୍ୱରରେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଦେଖି ଡରିଲାଣି ବିଜେଡି!

ନିର୍ବାଚନ ହାରିବା ଭୟରେ ବିଜେଡି ପ୍ରତ୍ୟେକ ଦିନ ମିଛ ପ୍ରଚାର କରିବାରେ ଲାଗିଛି । ମିଥ୍ୟା ପ୍ରଚାରର ସାହାରା ନେଉଥିବା ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଶ୍ନ ଉଠାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ଘଟଣା…

ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଛନ୍ତି, ମାତ୍ର ହିଂସା ଏବେ ଚରମ ସୀମାରେ: ସୁଜାତା ପାଣିଗ୍ରାହୀ

ବ୍ରହ୍ମପୁର : ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ଗତକାଲି ରାତିରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହାତାହାତି ହେବା ସହ ତୁମୁଳକାଣ୍ଡ ଘଟିଥିଲା। ବିଜେପି ଲୋକସଭା…

ଦିଲ୍ଲୀ ସ୍କୁଲ ପରେ ହସ୍ପିଟାଲକୁ ବୋମା ଧମକ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାରମ୍ବାର ବୋମା ଧମକ ଆସୁଛି। ୨୦୦ ଟି ସ୍କୁଲ ଉପରେ ବୋମା ବିସ୍ଫୋରଣର ସମାଧାନ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ ଏବଂ ବର୍ତ୍ତମାନ ପୁଣି ଥରେ ହସ୍ପିଟାଲଗୁଡିକ ଇମେଲ ଧମକ ପାଇଛନ୍ତି। ଏଥର ଦିଲ୍ଲୀର ସ୍କୁଲ ପରେ…

ଭୁବନେଶ୍ବରରେ ଆୟକର ଚଢ଼ାଉ ବେଳେ ବିପୁଳ ଟଙ୍କା ଜବତ

ଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ ସମୟରେ ବିପୁଳ ଟଙ୍କା ଜବତ ହୋଇଛି। ଗାଡ଼ି ଭିତରୁ ମିଳିଛି ନଗଦ ୫କୋଟି ଟଙ୍କା । ସୂର୍ଯ୍ୟନଗର ଅଞ୍ଚଳରୁ ଏକ ଫର୍ଚୁନର କାରରୁ ଜବତ ହେଲା ଟଙ୍କା। ତେବେ କାରଟି ଜଣେ କଂଟ୍ରାକ୍ଟରଙ୍କ ବୋଲି ଜଣା…

ବିଜେଡିକୁ ଭୋଟ ଦେବା ବିଜେପିକୁ ଭୋଟ ଦେବା ସହ ସମାନ : ଜୟରାମ ରମେଶ

ଭୁବନେଶ୍ୱର : ଆଜି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଏହି ସମ୍ମିଳନୀରେ ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ସବୁବେଳେ ବିଜେଡି…

ପ୍ରଦୀପଙ୍କୁ ମାଡ଼ ମାରି ଜେଲ ଗଲେ ଶିବଶଙ୍କର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଗୋଷାଣୀନୂଆଗାଁ ଅଞ୍ଚଳରେ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କୁ କୋର୍ଟ ଚାଲାଣ କଲା ଗୋଷାଣୀନୂଆଗାଁ ଥାନା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ଜେଲକୁ…

ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୧୮ଟି ବିଧାନସଭା ଆସନ ଜିତିବ ବିଜେପି: ତୋମର

ଓଡ଼ିଶାରେ କାଲି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ…