Author: Nirvay

ମୁଖ୍ୟମନ୍ତ୍ରୀଙ୍କୁ ‘ବନ୍ଧନ ମୁକ୍ତ’ କରିବା ଦାବିରେ ବିଜେପିର ରାମ ମନ୍ଦିର ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଜାରି କରାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡ଼ିଓ ଏବେ ଚର୍ଚ୍ଚାରେ ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକିଛି ଦିନ ହେବ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବନ୍ଧକ…

ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହିଲେ ନବୀନ

ଯେତେ ଘୋଡେଇଲେ ବି ଲୁଚୁନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା,ବାଉଳା ହେଉଛନ୍ତି ନବୀନ। ରାଇରଙ୍ଗପୁର ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ସମ୍ବୋଧନ କରିବା ବେଳେ କହିଲେ ପ୍ରଧାନମନ୍ତ୍ରୀ। ଭାଷଣ ଦେବାବେଳେ ନିଜ ବକ୍ତବ୍ୟରେ କହିଥିଲେ…

ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କ ମତକୁ ବିଜେଡି ହାଇଜ୍ୟାକ କରିବାର ଯୋଜନା କରୁଛି: ସଜ୍ଜନ ଶର୍ମା

ଭୁବନେଶ୍ୱର, :ଆଜି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ବିଗତ ଦିନରେ ଓଡ଼ିଶାର ଗଣତାନ୍ତ୍ରିକ ଆନ୍ଦୋଳନର ମୁଖ୍ୟ ରାଜନୈତିକ ସଂଗଠନ ଥିଲା ବିଜେଡି । ଏହାର ରାଜନୈତିକ ବ୍ୟାପାର କମିଟି, ରାଜ୍ୟ…

ମୁଁ ସୁସ୍ଥ, ରାଜ୍ୟ ସାରା ବୁଲୁଛି: ନବୀନ ପଟ୍ଟନାୟକ

ନିଜ ସ୍ବାସ୍ଥ୍ୟ ବିଷୟରେ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ବିରୋଧୀ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ । ମିଛ କହିବାର ଗୋଟିଏ ସୀମା ଥାଏ,…

ମହିଳା ୱାର୍ଡମେମ୍ବରଙ୍କ ପ୍ରତି ପ୍ରତାପ ଜେନାଙ୍କ ଅଶାଳୀନ ଶବ୍ଦ ପ୍ରୟୋଗ

ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଶୁଣିବାକୁ ମିଳିଛି ଭିଡିଓରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି । ଭୋଟ ମାଗିବାକୁ ଯାଇ ମହିଳା ୱାର୍ଡମେମ୍ବରଙ୍କ ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନା…

ସମ୍ବଲପୁରରେ ୧୪୪ ଧାରା ଜାରି

ରାଜ୍ୟରେ ୨ ଟି ପର୍ଯ୍ୟାୟର ମତଦାନ ସରିଛି । ଆସନ୍ତା ମେ ୨୫ ତାରିଖରେ ଓଡିଶା ଦେଖିବାକୁ ଯାଉଛି ହାଇଭୋଲଟେଜ୍ ଫାଇଟ । ପଶ୍ଚିମ ଓଡିଶାର ହଟ୍ ସିଟ୍ ସମ୍ବଲପୁର ଲୋକସଭା ଆସନ ଉପରେ ରହିଛି ସଭିଙ୍କ ନଜର । ଆସନ୍ତାକାଲି…

ମୁଖ୍ୟମନ୍ତ୍ରୀଙ୍କ ମୁକ୍ତି ପାଇଁ ଡିଜିପିଙ୍କୁ ନିବେଦନ କଲା ବିଜେପି

ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲା ରାଜ୍ୟ ବିଜେପି। ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଅପିଲ କରିଛି ବିଜେପି।‘ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ…

ବିକ୍ରି ବେଳେ ୨ ହାତୀ ଦାନ୍ତ ଉଦ୍ଧାର, ୧୧ ଗିରଫ

ରାଉରକେଲା : ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ। ୧୧ ଜଣଙ୍କୁ ଗିରଫ କରିବା ସହିତ ଏମାନଙ୍କ ନିକଟରୁ ୩ କେଜି ଓଜର ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ରାଜ୍ୟରେ ହାତୀଙ୍କୁ ଆକ୍ରମଣ କରି…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ବ ନେଇଛନ୍ତି ଡ. ଅରବିନ୍ଦ ପାଢ଼ୀ। ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ ଅତିରିକ୍ତ ଭାବେ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ। ଦାୟିତ୍ବ ଗ୍ରହଣ ପରେ ସେ ଆଜି ମହାପ୍ରଭୁଙ୍କୁ ଦର୍ଶନ…

ସିମୁଳିଆ ବିଜେଡିରେ ବିଦ୍ରୋହ, ୧୪ ନେତା ବିଜେପିରେ ଯୋଗ ଦେଲେ

ଖଇରା : ରାଜନୀତିରେ ଦଲବଦଳ କିଛି ବଡ କଥା ନୁହେଁ । ଗତକାଲି ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କ ପଦାଙ୍କ ଅନୁସରଣ କରି ଖଇରା ବ୍ଲକ୍‌ର ପ୍ରାୟ ୧୮ ଜଣ ଛାମୁଆ ନେତା…