Author: Nirvay

ଇସ୍ତଫା ଦେଲେ ଅଶୋକ ପରିଜା

ଇସ୍ତଫା ଦେଇଛନ୍ତି ଅଶୋକ ପରିଜା । ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକ ଇନଚାର୍ଜ ଆଡଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ତୁଲାଇବେ । ଶ୍ରୀ ପଟ୍ଟନାୟକ…

ଶକୁନିକୁ ବାଛି ଥିବା ଲୋକର ସବୁ ଦୋଷ : ପ୍ରତାପ ଷଡ଼ଙ୍ଗୀ

ଓଡ଼ିଶାରେ ବିଜେପି ସରକାର ଗଢିବା ପରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରତାପ ଷଡ଼ଙ୍ଗୀ । ବିଜେଡିର ବିପର୍ଯ୍ୟୟ ପରେ ଏବେ ପାୱାରଫୁଲ୍ ନେତା ପାଣ୍ଡିଆନଙ୍କ ପତ୍ତା ମିଳୁନି । ହେଲିକପ୍ଟର ଟୁର୍ ପରେ ଟୁର୍ କରୁଥିଲେ…

ସୁରେଶ, ବାଲକ୍ରିଷ୍ଣନଙ୍କ ପରେ ଇସ୍ତଫା ଦେଲେ ମନୋଜ ମିଶ୍ର

ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର।ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ମିଶ୍ର ୨୦୨୨ ଡିସେମ୍ବର ୨୮ତାରିଖରେ ସର୍ବଭାରତୀୟ ରେଳବାଇ…

ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ଫଳାଫଳ ଅବଗତ କରାଇଲେ ନିର୍ବାଚନ ଅଧିକାରୀ

ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ତଥା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ। ଓଡ଼ିଶା ନୂତନ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ…

ବରିଷ୍ଠ ନେତାଙ୍କୁ ଦୂରେଇ ରଖିବା ପରାଜୟର ବଡ଼ କାରଣ : ଶଶୀଭୂଷଣ

ପ୍ରଥମେ ଅରୁଣ ସାହୁ ଏବେ ଶଶୀଭୂଷଣ ବେହେରା । ବିଜେଡିର ପରାଜୟ ପରେ ଏବେ ଦଳର ଜଣେ ପରେ ଜଣେ ନେତା ମୁହଁ ଖୋଲି ଆରମ୍ଭ କରିଦେଲେଣି। ଆଜି ବରିଷ୍ଠ ନେତା ଶଶୀଭୂଷଣ ବେହେରା ବିଜେଡି ପରାଜୟକୁ ନେଇ ବିସ୍ଫୋରକ ମନ୍ତବ୍ୟ…

୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦି

ନରେନ୍ଦ୍ର ମୋଦି ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ପୂର୍ବରୁ ସେ ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ…

୧୨ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡ଼ୁ

ଆସନ୍ତା ୧୨ ତାରିଖରେ ଶପଥ ଗ୍ରହଣ କରିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସେ ୯ ତାରିଖରେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ୮ ତାରିଖରେ ପ୍ରଧାନମନ୍ତ୍ରୀ…

ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି ସାଂସଦ

ଦିଲ୍ଲୀରୁ ଆସିଲା ଡାକରା । ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି ସାଂସଦ । ଆସନ୍ତାକାଲି ଦଳର ସଂସଦୀୟ ବୋର୍ଡ ବୈଠକ ବସିବାକୁ ଯାଉଛି । ଦେଶରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଏହା ହେଉଛି ‘ଭାରତୀୟ ଜନତା…

ବିଜୁ ଜନତା ଦଳର ଦୁର୍ଦ୍ଦଶା ପାଇଁ ଦାୟୀ କେବଳ ପାଣ୍ଡିଆନ

ଶୁଭସ୍ମିତା ନାୟକ: ଆଜି ଲୋକଙ୍କ ମୁହଁରେ ଗୋଟିଏ କଥା, ନବୀନ ପଟ୍ଟନାୟକଙ୍କ ପରାଜୟ ଓ ବିଜୁ ଜନତା ଦଳର ଦୁର୍ଦ୍ଦଶା ପାଇଁ ଦାୟୀ କେବଳ ପାଣ୍ଡିଆନ। ଜଣେ ଅଣଓଡ଼ିଆ ଆସି ଓଡ଼ିଶାବାସୀଙ୍କ ନେତୃତ୍ୱ ନେବେ ଓ ରାଜନୀତିର ମଙ୍ଗ ଧରିବେ, ଲୋକେ…

୩ ବିଜେପି ବିଦ୍ରୋହୀ ସ୍ୱାଧୀନ ଭାବେ ବିଧାନସଭା ନିର୍ବାଚନରେ ବିଜୟୀ

ରାଜ୍ୟ ବିଜେପି ତାର ତିନି ଜଣ ପ୍ରାର୍ଥୀ ମାହାଙ୍ଗାରୁ ସାରଦା ପ୍ରଧାନ, ଧର୍ମଶାଳାରୁ ହିମାଂଶୁ ସାହୁ ଓ ବଡ଼ମ୍ବାରୁ ବିଜୟ ଦଳବେହେରାଙ୍କୁ ଟିକଟ ନ ଦେବାରୁ ସେମାନେ ଦଳ ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ତିନି…