Author: Nirvay

ଭାରତୀୟ ହକି ଟିମକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ଲଗାତର ଦୁଇଥର ପଦକ ଜିତି ଇତିହାସ ରଚିଛି। ଭାରତ ପାଇଁ ଆଜି ଗୌରବର ଦିନ। ଆମ ଦେଶର ଜାତୀୟ ଖେଳାକୁ ବିଶ୍ୱଦରବାରରେ ପରିଚିତ କରାଇ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାତର ଖେଳାଳୀ। ସବୁଆଡୁ…

ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପ୍ୟାରିସ ଅଲିମ୍ପିକସ୍‌ରେ ସ୍ପେନ ବିରୁଦ୍ଧରେ ଚମକପ୍ରଦ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ ଫଲଟନଙ୍କ ସହ ସମସ୍ତ ଖେଳାଳୀ ଓ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ…

ଅନ୍ତରାଷ୍ଟ୍ରୀୟ ମ୍ୟାଚରୁ ଅବସର ନେଲେ ଷ୍ଟାର ପ୍ଲେୟାର ପି. ଆର. ଶ୍ରୀଜେଶ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ନିଜ ନାମରେ କରିଛି। ଏହି ବିଜୟ ସହିତ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରୁ ଅବସର ନେଇଛନ୍ତି ଷ୍ଟାର ଖେଳାଳୀ ପି ଆର ଶ୍ରୀଜେଶ। ସେ ୧୮ ବର୍ଷ ଧରି ଭାରତୀୟ ହକି…

ମଧ୍ୟାହ୍ନ ଭୋଜନ ଖାଇ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିରାପୁର ଗାଁରେ ଥିବା ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୋର ଡାକ୍ତରଖାନାରେ ଭର୍ତ୍ତି…

ସରୁନି ସମ୍ପତ୍ତି ଆକଳନ: ଯନ୍ତ୍ରୀଙ୍କ ନାଁରେ ଆଉ ୨୦ଟି ପ୍ଲଟ୍ ଠାବ

ସରୁନି ଯନ୍ତ୍ରୀଙ୍କ ପିଲାଟି ଗଣା। ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗତ ୩ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିବା ପରେ ଗିରଫ ହୋଇଥିଲେ। ହେଲେ ଆଜି ଯାଏଁ କୁବେର ଯନ୍ତ୍ରୀଙ୍କ…

ସ୍ପେନକୁ ହରେଇ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ

ଦେଶ ପାଇଁ ଗୌରବ ଆଣିଲେ ଭାରତୀୟ ପୁରୁଷ ହକି ଟିମ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ଗୁରୁବାର ସ୍ପେନକୁ ୨-୧ ଗୋଲରେ ହରେଇ ବ୍ରୋଞ୍ଜ ପଦକ ଜିତିଛି । ଭାରତ ୫୦ ବର୍ଷ ପରେ ଅଲିମ୍ପିକ୍ସରେ ଲଗାତର…

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ

ଏଥର ସାବାଡ଼ ହେବେ ମଦ୍ୟପ। ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏ ଦିଗରେ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଚୋରା ମଦ ବିକ୍ରି…

ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ସ୍ୱପ୍ନିଲ କୁସାଲେଙ୍କୁ ଭବ୍ୟ ସ୍ୱାଗତ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ସୁଟର ସ୍ୱପ୍ନିଲ କୁସାଲେ ଭାରତ ପାଇଁ ଗୌରବ ଆଣିଛନ୍ତି। ସେ ପ୍ୟାରିସରେ ଭାରତକୁ ତୃତୀୟ ପଦକ ପ୍ରଦାନ କରିଥିଲେ। ସେ ଫାଇନାଲରେ ୪୫୧.୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଥିଲେ। ଏବେ…

ବିନେଶଙ୍କୁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତାର ସମ୍ମାନ ଦେବ ହରିୟାଣା ସରକାର

ବିନେଶ ଫୋଗଟ୍‌ଙ୍କୁ ପଦକ ବିଜେତାର ସମ୍ମାନ ଦେବାକୁ ଘୋଷଣା କରାଯାଇଛି । ଏ ନେଇ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି। ବିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ପ୍ରଦାନ କରାଯିବ। ଅଲିମ୍ପିକ୍ସ…

କୁସ୍ତିରୁ ଅବସର ନେଲେ ବିନେଶ ଫୋଗଟ

ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ପରେ କୁସ୍ତିରୁ ଅବସର ନେଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ। ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ରେ କୋହଭରା ଟ୍ବିଟ୍ କରିଛନ୍ତି। ମା’ କୁସ୍ତି ମୋଠାରୁ ଜିତିଗଲା ମୁଁ ହାରିଗଲି। ମା’, ତୁମ ସ୍ବପ୍ନ…

loader