Author: Nirvay

କଂଗ୍ରେସରୁ ସବୁ ନିଲମ୍ବନ, ବହିଷ୍କାର ପ୍ରତ୍ୟାହାର ଘୋଷଣା କଲେ ଭକ୍ତ ଦାସ

ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଦାସ ଙ୍କ ବଡ଼ ନିଷ୍ପତ୍ତି । ନିଲମ୍ବନ ହୋଇଥିବା ପୁରୁଖା ନେତାଙ୍କୁ ଦଳକୁ ଅଣାଯିବ । ରାଜ୍ୟ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରିଛନ୍ତି ଭକ୍ତ ଦାସ ।…

ଆସନ୍ତାକାଲି ବସିବ ବିଜେପିର କୋର କମିଟି ବୈଠକ

ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୧ ଟାରେ ବସିବ ବିଜେପିର କୋର କମିଟି ବୈଠକ । ଏହି ବୈଠକରେ ବିଜେପିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହିବେ…

ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ; ୬୦୦ ରୁ ଅଧିକ ଅସହାୟ ବୃଦ୍ଧ ତୀର୍ଥଯାତ୍ରୀ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି

ପ୍ରଶାସନର ଏକ ସ୍ୱତନ୍ତ୍ର ପଦକ୍ଷେପ ଅଧୀନରେ, ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ୨୦୦୦ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପବିତ୍ର ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ୬୦୦ ରୁ ଅଧିକ ଅସହାୟ ବୃଦ୍ଧ ତୀର୍ଥଯାତ୍ରୀ ତ୍ରିବେଣୀ ସଙ୍ଗମରେ ପବିତ୍ର…

ମୋଦି ଗ୍ୟାରେଣ୍ଟି, କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମର ଫଳ ହେଉଛି ଦିଲ୍ଲୀରେ ବିଜେପି ସରକାର: ବୈଜୟନ୍ତ ପଣ୍ଡା

ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପି ଐତିହାସିକ ବିଜୟ ଲାଭ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଗତ ୨୭…

ଲୋକସଭାରେ ଆଗତ ହେଲା ନୂଆ ଆୟକର ବିଲ୍ ୨୦୨୫

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଆଜି ନୂଆ ଆୟକର ବିଲ୍ ଆଗତ କରିଛନ୍ତି । ଫେବୃଆରୀ ୭ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍ କୁ ଅନୁମୋଦନ କରିଥିଲା । ଏହି ନୂଆ ବିଲ୍ ପ୍ରାୟ ୬୦ ବର୍ଷ ପୁରୁଣା…

ତୃତୀୟ ଦିନିକିଆରେ ଇଂଲଣ୍ଡକୁ ପରାସ୍ତ କରି ୩-୦ ରେ ସିରିଜ୍‌ ଜିତିଲା ଭାରତ

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ମୁକାବିଲାରେ ଇଂଲଣ୍ଡକୁ ୧୪୨ ରନରେ ପରାସ୍ତ କରି ୩-୦ ରେ ସିରିଜ ଜିତିଲା ଭାରତ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩୫୬ ରନରେ ଅଲଆଉଟ ହୋଇଥିଲେ । ହେଲେ…

ରାଜ୍ୟ ସରକାରଙ୍କୁ ନବ ଦାସ ହତ୍ୟା ମାମଲାରେ ରିପୋର୍ଟ ମାଗିଲେ ହାଇକୋର୍ଟ

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାରେ ରିପୋର୍ଟ ମାଗିଛି ଓଡିଶା ହାଇକୋର୍ଟ । ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା…

ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥ ପାଇଁ ବିଧାନସଭାରେ ଦୃଢ଼ ସ୍ୱର ଉଠାଇବ ବିଜେଡି: ନବୀନ ପଟ୍ଟନାୟକ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଶଙ୍ଖ ଭବନରେ ଆଜି ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଟ୍ଟନାୟକ ଡବଲ ଇଞ୍ଜିନ ସରକାରକୁ ଦାୟିତ୍ବହୀନ ବୋଲି କହିଛନ୍ତି । ସେ ପୁଣି କହିଛନ୍ତି ଯେ…

ବ୍ୟକ୍ତିଗତ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଜୁଏଲ ଓରାମଙ୍କ ଚିଠି

ବ୍ୟକ୍ତିଗତ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଦାୟିତ୍ୱରେ ଦୀର୍ଘ ଦିନ ଅନୁପସ୍ଥିତି ପାଇଁ ଆଇଏଏସ ପରାଗ ହର୍ଷଦ ଗଭାଲିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ…

ଏଆଇ ରୋଜଗାର ସହ ଜୀବନରେ ନୂଆ କ୍ଷମତାର ବୃଦ୍ଧି କରିବ: ପ୍ରଧାନମନ୍ତ୍ରୀ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ AI ଆକ୍ସନ ସମ୍ମିଳନୀରେ ଯୋଗଦେଇଛନ୍ତି । ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଟେକ୍ନୋଲୋଜି ଯୋଗୁଁ କାମ ଲୋପ ପାଉନାହିଁ…