Author: Nirvay

ଭରତପୁର କାଣ୍ଡ; ପୋଲିସ ମେଳିକୁ ନେଇ ତନାଘନା!

ଭରତପୁର ଥାନା ବିବାଦରେ ଗତ ୨୧ ତାରିଖରେ ପ୍ରାୟ ୪୦୦ ପୋଲିସ କର୍ମଚାରୀ ଏକାଠି ହୋଇ ରିଜର୍ଭ ଗ୍ରାଉଣ୍ଡରେ ମେଳି କରିଥିଲେ। ତେବେ ମେଳିକୁ ନେଇ ପୋଲିସ କମିଶନର ଅଫିସ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି। ମେଳିରେ କିଏ ଥିଲେ, ସେ…

ବଜ୍ରାଘାତରେ ୨ ମୃତ, ୨ ଗୁରୁତର

ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ରେଢ଼ାଖୋଲ ଓ ଦଶପଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଗଣିଆ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ…

ଭରତପୁର କାଣ୍ଡ: ଜନସ୍ୱାର୍ଥ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ

ସେନା ମେଜର-ପୋଲିସ ବିବାଦରେ ହାଇକୋର୍ଟରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ପରେ ରାୟ ପ୍ରକାଶ ପାଇଛି। ମେଜର ଓ ପୀଡ଼ିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ମନା କରିଛନ୍ତି ଉଚ୍ଚ ନ୍ୟାୟାଳୟ। ରାଜ୍ୟର ସବୁ ଥାନାରେ ସିସିଟିଭି ଲଗାଇ ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମେଜର ଓ ତାଙ୍କ ବାନ୍ଧବୀ

ଭରତପୁରରେ ମେଜର-ପୋଲିସ ବିବାଦ ମାମଲାରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସେନା ମେଜର ଗୁରୁବଂଶ ସିଂ, ତାଙ୍କ ବାନ୍ଧବୀ ଅଙ୍କିତା ଓ ଅନ୍ୟ ପୂର୍ବତନ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ସହ ଆଲୋଚନା କରିଛନ୍ତି।…

ବିଜେଡିର ବନ୍ଦ ଡାକରା ପ୍ରତ୍ୟାହୃତ

ଭରତପୁର ଥାନା ବିବାଦକୁ ନେଇ ବିଜେଡି ପକ୍ଷରୁ ମଙ୍ଗଳବାର ଭୁବନେଶ୍ବରରେ ୫ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏବେ ହରତାଳ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସୂଚନା ଦେଇଛି। ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ହରତାଳ…

ଭରତପୁର କାଣ୍ଡ; ଆଜି ହାଇକୋର୍ଟରେ ଜନସ୍ୱାର୍ଥ ମାମଲାର ଶୁଣାଣି

ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ହାଇକୋର୍ଟରେ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ। ଲେଫ୍ଟନାଣ୍ଟ ଜେନେରାଲଙ୍କ ଚିଠି ଆଧାରରେ ମାମଲା ହୋଇଛି। ସେନାବାହିନୀ ମଧ୍ୟଭାରତ ଏରିଆ ମୁଖ୍ୟାଳୟ ଲେଫ୍ଟନାଣ୍ଟ ଚିଠି କରିଥିଲେ।…

୨ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ; ୩ ଅଟକ

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ଭଉଣୀ ମିଶି ଚପଲ କିଣିବାକୁ ମାର୍କେଟ ଯାଇଥିବା ବେଳେ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ଅଞ୍ଚଳର ଏକ ନିଛାଟିଆ ରାସ୍ତାରେ ୭ ଜଣ ଦୁବୃତ୍ତ ଦୁଷ୍କର୍ମ କରିଥିବା…

ଭରତପୁର ଥାନା ବିବାଦ; ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରୁ ଫେରିବା ପରେ ଭରତପୁର ଥାନା ବିବାଦ ନେଇ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ…

ପ୍ରଥମ ପୁରୁଷ ଓ ମହିଳା ଚେସ୍ ଅଲିମ୍ପିଆଡ ଜିତି ଇତିହାସ ରଚିଲା ଭାରତ

ହଙ୍ଗେରୀର ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍ ଅଲିମ୍ପିଆଡ-୨୦୨୪ରେ ରବିବାର ଭାରତୀୟ ଚେସ୍ ଦଳ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଶେଷ ରାଉଣ୍ଡରେ ଡି ଗୁକେଶ, ଅର୍ଜୁନ ଏରିଗେସି ଓ ଆର ପ୍ରଜ୍ଞାନନ୍ଦ…

ବନ୍ଦ ପାଳନ ପୂର୍ବରୁ ବିଜେଡି କର୍ମୀଙ୍କ ମଧ୍ୟରେ ହଙ୍ଗାମା

ଆସନ୍ତା ୨୪ ତାରିଖରେ ବିଜେଡି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି। ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରିବା ସହ ବନ୍ଦ ଡାକରା ଦେଇଛି। ବନ୍ଦ ପାଳନ ପାଇଁ…

loader