ତାଜା ଖବର ରାଜ୍ୟ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ସରକାରଙ୍କ ସହଯୋଗ କାମନା August 29, 2024 Nirvay କେନ୍ଦ୍ର ଇସ୍ପାତ ସଚିବ ସନ୍ଦିପ ପୌଣ୍ଡ୍ରିକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ SAIL, NMDC ଓ ଇସ୍ପାତ ବିଭାଗ ଅଧୀନଅନ୍ୟାନ୍ୟ…
ତାଜା ଖବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ August 29, 2024 Nirvay ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ…
ତାଜା ଖବର ରାଜନୀତି ରାଜ୍ୟ ପାଣ୍ଡିଆନଙ୍କ ସପକ୍ଷରେ ଆଗେଇ ଆସିଲା ବିଜେଡି August 29, 2024 Nirvay ବିଧାନସଭା ଉତ୍ତର ନେଇ ଖୋଲାଖୋଲି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି। ପାଣ୍ଡିଆନଙ୍କୁ ପ୍ରୋଟେକ୍ସନ ଦେବାକୁ ଖୋଲାଖୋଲି ଆଗେଇ ଆସିଲା ବିଜେଡି। ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନଙ୍କୁ ଖୋଲା ପ୍ରୋଟେକ୍ସନ ଦେଲେ ବିଜେଡି ନେତା। ପାଣ୍ଡିଆନଙ୍କୁ ଖୁଲମଖୁଲା ସମର୍ଥନ କଲେ ସୁଲତା ଦେଓ ଓ…
ତାଜା ଖବର ରାଜ୍ୟ କୋରାପୁଟ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ; ଆସନ୍ତାକାଲି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି August 29, 2024 Nirvay କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କୋରାପୁଟ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ରେଡ୍ ୱାର୍ଣ୍ଣିଂ ଥିବାରୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି…
ତାଜା ଖବର ରାଜ୍ୟ ବରଗଡ ରୋଡ-ନୂଆପଡା ନୂତନ ରେଳପଥ ମଞ୍ଜୁରି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବରଗଡବାସୀ August 29, 2024 Nirvay ବରଗଡ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଆଜି ଲୋକସେବା ଭବନକୁ ଆସି ବରଗଡ ରୋଡ୍-ନୂଆପଡା ନୂତନ ରେଳପଥ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ସେମାନେ…
ତାଜା ଖବର ରାଜନୀତି ରାଜ୍ୟ ମୋହନଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ନୂଆ ମନ୍ତ୍ରୀ August 29, 2024 Nirvay ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ସରକାରକୁ ତିନି ମାସ ପୂରିବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳରେ ୧୬ ମନ୍ତ୍ରୀ ଥିବା ବେଳେ ମୋହନଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୨୨ ଛୁଇଁପାରେ ବୋଲି ଆଶା କରାଯାଉଛି…
ଦେଶ ରାଜ୍ୟ ୱାଏନାଡ଼ ଭୂସ୍ଖଳନ; ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର ଓଡ଼ିଶା ଫେରିଲେ August 29, 2024 Nirvay ୱାଏନାଡ଼ ଭୂସ୍ଖଳନରେ ଫସି ରହିଥିଲେ ଝାରସୁଗୁଡ଼ାର ଡାକ୍ତର ସ୍ୱୀକୃତି ମହାପାତ୍ର। ସୁସ୍ଥ ହେବା ପରେ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଛନ୍ତି। କେରଳ ୱାୟନାଡ଼ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ୪ ଓଡ଼ିଆ ଫସିଥିଲେ। ଡା. ବିଷ୍ଣୁ ଚିନାରାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ…
ତାଜା ଖବର ରାଜ୍ୟ ସୃଷ୍ଟି ହେଲା ଲଘୁଚାପ; ୨ରେ ଅବପାତ ରୂପ ନେବ August 29, 2024 Nirvay ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଜଣାପଡିଛି। ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବ। କାଲି ସୁଦ୍ଧା ସୁଦୃଶ ଲଘୁଚାପରେ ପରିଣତ ହେବ। ଆସନ୍ତା ୨ ତାରିଖରେ…
ତାଜା ଖବର ରାଜ୍ୟ ଆପାର୍ଟମେଣ୍ଟ ଭଙ୍ଗା ତଥ୍ୟ ଆସିନି: ମେୟର August 29, 2024 Nirvay ଆପାର୍ଟମେଣ୍ଟ ଭଙ୍ଗାଯିବା ପ୍ରସଙ୍ଗରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ଏଯାଏଁ ସରକାରଙ୍କ ପକ୍ଷରୁ ବିଏମସିକୁ କୌଣସି ପ୍ରକାର ତଥ୍ୟ ଆସିନାହିଁ। ଆପାର୍ଟମେଣ୍ଟ ପାଇଁ କେବଳ ବିଏମ୍ସି ନୁହେଁ ବିଡିଏ ବି ଅନୁମତି ଦେଇଛି ବୋଲି କହିଛନ୍ତି ।…
ତାଜା ଖବର ରାଜ୍ୟ ଏକତରଫା ପ୍ରେମର କରୁଣ ପରିଣତି; ଯୁବତୀଙ୍କ ଦାଦାକୁ ହାଣିଲେ ପ୍ରେମିକ August 29, 2024 Nirvay ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଜଗତ ମଲିକ । ସ୍କୁଟିରେ…