କଟକର ଏସ.ସି.ବି ମେଡ଼ିକାଲ କଲେଜର ପ୍ରଥମ ବର୍ଷର ଜଣେ ଏମ୍. ବି. ବି. ଏସ୍. ଛାତ୍ର ଏସ୍. ସି. ବି. ମେଡ଼ିକାଲ କଲେଜର ଶେଷ ବର୍ଷର ଛାତ୍ରମାନଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି l ପ୍ରଭାବିତ ଛାତ୍ରଙ୍କ ବ୍ୟତୀତ , କିଛି ଅଭିଭାବକ ଏସ୍. ସି. ବି. ମେଡ଼ିକାଲ କଲେଜର ଛାତ୍ରାବାସରେ ଥିବା ସିନିଅର ଛାତ୍ରଙ୍କ ବିରୁଦ୍ଧରେ ରାଗିଙ୍ଗ କରୁଥିବା ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗକୁ ଦମନ କରିବା ପାଇଁ ପ୍ରୟାସ କରାଯାଇଥିବା କୁହାଯାଉଛି। ଏହି ପ୍ରସଙ୍ଗ ରେ ଏସସିବି ଡିନ୍ କୌଣସି ମନ୍ତବ୍ଯ ଦେବାକୁ ମନା କରିଛନ୍ତି ଯେହେତୁ ଏହି ପ୍ରସଙ୍ଗରେ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯାଇ ନାହିଁ। କିନ୍ତୁ ରାଗିଂ ଅଭିଯୋଗର ଜବାବରେ ଆଣ୍ଟି-ରେଗିଙ୍ଗ କମିଟି ତଦନ୍ତ ଆରମ୍ଭ କରିଛି।

ବ୍ରହ୍ମପୁରର ଏମ୍. କେ. ସି. ଜି. ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ପାଞ୍ଚଜଣ ସିନିଅର ଛାତ୍ରଙ୍କୁ ସେମାନଙ୍କ ଜୁନିଅରମାନଙ୍କୁ ରାଗିଙ୍ଗ ଅଭିଯୋଗରେ ନିକଟରେ ଛାତ୍ରାବାସରୁ ବାହାର କରିଦିଆଯାଇଥିଲା।

By Nirvay

Leave a Reply

Your email address will not be published. Required fields are marked *