Author: Nirvay

ଆଉ ନିର୍ବାଚନ ଲଢ଼ିବେନି ଜୁଏଲ୍ ଓରାମ

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ବଡ଼ ଘୋଷଣା । ଆଉ ନିର୍ବାଚନ ଲଢ଼ିବେନି ସୁନ୍ଦରଗଡ଼ ସାଂସଦ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଯୋଗ ଦେଇ ଜୁଏଲ୍‌ କହିଛନ୍ତି ଯେ ସେ ୧୦ ଥର ନିର୍ବାଚନ ଜିତିଲେଣି । ୮ ଥର…

ଡ୍ରାଇଭର୍ ମାନଙ୍କୁ ଏକଜୁଟ ହୋଇ ରହିବାକୁ ଡ୍ରାଇଭର ମହାସଂଘ ସଭାପତିଙ୍କ ଅନୁରୋଧ

ଆଜି ଚାରି ଦିନ ପରେ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେବା ପରେ ଡ୍ରାଇଭର୍ ସଂଘରେ ଫାଟ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଡ୍ରାଇଭର୍ ଭାଇମାନଙ୍କୁ ଏକଜୁଟ ହୋଇ ରହିବାକୁ ଅନୁରୋଧ କରିଛନ୍ତି ମେଣ୍ଡୁଲି କାନ୍ଦି କାନ୍ଦି ଭିଡିଓ…

ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଳାଚଳ

ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଳାଚଳ । ଚାରି ଦିନ ପରେ, ଆଜି ସାରା ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ଆରମ୍ଭ ହୋଇଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘରୋଇ ବସ୍ ଆଜି ଗଡିଛି । ଧର୍ମଘଟ ଯୋଗୁଁ…

କାଲିଠୁ ଗଡ଼ିବ ଘରୋଇ ବସ୍‌; ସୁରକ୍ଷା ଯୋଗାଇବେ ରାଜ୍ୟ ସରକାର

ରାଜ୍ୟ ଘରୋଇ ବସ ମାଲିକ ସଂଘର ବଡ଼ ଘୋଷଣା । ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍ୱାଭାବିକ ଭାବେ ଗଡ଼ିବ ସବୁ ଘରୋଇ ବସ । ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ବସ୍‌କୁ ସୁରକ୍ଷା ଯୋଗାଇବେ ରାଜ୍ୟ ସରକାର ।…

ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସହଯୋଗ କରିବା ପାଇଁ ପିସିସି ସଭାପତିଙ୍କ ନିବେଦନ

ନାର୍ଯ୍ୟ ଦାବି ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ କୁ ପିସିସି ସଭାପତି ଭକ୍ତ ଚରଣ ଦାସ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଏହି ଅବସରରେ ଦାସ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା କଂଗ୍ରେସ ସଂଯୋଜକ ଏବଂ ନେତୃବୃନ୍ଦ…

କଟକ-ନିର୍ଗୁଣ୍ଡି ରେଲୱେ ଫ୍ଲାଏଓଭର ଓ ଚତୁର୍ଥ ରେଲୱେ ଲାଇନ୍‌କୁ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ

୮୦୨.୯ କୋଟି ମୂଲ୍ୟରେ ୧୫.୯୯ କିଲୋମିଟର ବିଶିଷ୍ଟ କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ ଏବଂ ନିର୍ଗୁଣ୍ଡି ଠାରେ ଏକ ରେଳ ଫ୍ଲାଏଓଭରକୁ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି । ଏ ନେଇ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଘୋଷଣା କରିଛନ୍ତି…

ରାହୁଲ ଗାନ୍ଧୀ ଭାରତର ଭବିଷ୍ୟତ: ଭକ୍ତ ଚରଣ ଦାସ

ଭୁବନେଶ୍ୱରରେ ଆୟୋଜିତ ‘ସମ୍ବିଧାନ ବଚାଓ ସମାବେଶ’ରେ ଅଭିଭାଷଣ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହେଉଛନ୍ତି ଭାରତର ଭବିଷ୍ୟତ । ଭକ୍ତ ଦାସ କହିଛନ୍ତି…

କଂଗ୍ରେସ ଗାଡ଼ି ଅଟକାଇବନି ଡ୍ରାଇଭର ମହାସଂଘ

କାଲି କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଲିରେ କଂଗ୍ରେସ ଗାଡ଼ି କୁ ଡ୍ରାଇଭର ମହାସଂଘ ଅଟକାଇବନି ବୋଲି ଆଜି ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି । କଂଗ୍ରେସ ପୂର୍ବରୁ ଡ୍ରାଇଭର ମହାସଂଘକୁ ଆସନ୍ତା କାଲି ହେଉଥିବା…

ଆସନ୍ତା ବର୍ଷ ପୁରୀରେ ଅନୁଷ୍ଠିତ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ

ଆଜି ରାଞ୍ଚିରେ ଅନୁଷ୍ଠିତ ୨୭ତମ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଫେରି ଆସିଛନ୍ତି । ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦର ଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ସମ୍ବିଧାନ ପାଇଁ ସଡ଼କରୁ ସଂସଦ ଲଢ଼େଇ ହେବ: ଭକ୍ତ ଚରଣ ଦାସ

କଂଗ୍ରେସ ସମ୍ବିଧାନ ବଞ୍ଚାଇବା ପାଇଁ ଯେଉଁ ଅଭିଯାନ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ତାହା ସଡ଼କରୁ ସଂସଦ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ପିସିସି ସଭାପତି ଭକ୍ତ ଚରଣ…