ଦେଶ ରାଜ୍ୟ ଓଡିଶା ଆସିବେ ଆଇଏଏସ ଅଧିକାରୀ ମନୋଜ ସାହୁ November 17, 2024 Nirvay ବର୍ତ୍ତମାନ ଉପ ନିର୍ବାଚନ କମିଶନର ଭାବେ କାର୍ଯ୍ଯ କରୁଥିବା ମନୋଜ କୁମାର ସାହୁଙ୍କୁ ନିଜ ରାଜ୍ଯ ଓଡ଼ିଶାରେ କାର୍ଯ୍ଯ କରିବା ପାଇଁ ଆନ୍ତଃ କ୍ୟାଡର ପ୍ରତିନିଯୁକ୍ତି ପ୍ରଦାନ କରାଯାଇଛି। ୨୦୦୬ ବ୍ୟାଚ ଆଇଏଏସ୍ ମନୋଜ ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ…
ରାଜ୍ୟ ଓଡିଶା ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ଆଲୋଚନାଚକ୍ର November 17, 2024 Nirvay ରାଜ୍ୟ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ଆନୁକୁଲ୍ୟରେ ଗତ କାଲି ଓଡିଆ ଭାଷା ସୁରକ୍ଷା ଓ ସମୃଦ୍ଧି ବିଷୟରେ ଏକ ଆଲୋଚନା ଚକ୍ର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ…
ତାଜା ଖବର ଦେଶ ରାଜନୀତି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗହଲୋତ ଙ୍କ ମନ୍ତ୍ରୀ ପଦ ରୁ ଇସ୍ତଫା, ଛାଡିଲେ ଆମ ଆଦମୀ ପାର୍ଟି(AAP) November 17, 2024 Nirvay ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଆମ୍ ଆଦମୀ ପାର୍ଟି ପାଇଁ ଏକ ବଡ଼ କ୍ଷତି, ବରିଷ୍ଠ ମନ୍ତ୍ରୀ ତଥା ଦୀର୍ଘ ଦିନର ଦଳର ନେତା କୈଳାସ ଗହଲୋତ ଇସ୍ତଫା ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ସେ ବିଜେପିରେ ଯୋଗଦେବାକୁ…
ତାଜା ଖବର ଦେଶ ପ୍ରିମିୟମ ଖବର ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ନାଇଜେରିଆ ର GCON ପୁରସ୍କାର ସମ୍ମାନ November 17, 2024 Nirvay ନାଇଜେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର (ଜିସିଓଏନ) ପ୍ରଦାନ କରିବାକୁ ଯାଉଛି , ଯାହା ତାଙ୍କୁ ୧୯୬୯ ରେ ରାଣୀ ଏଲିଜାବେଥଙ୍କ ପରେ ଏହି ସମ୍ମାନ ଗ୍ରହଣ କରିବାରେ ଦ୍ୱିତୀୟ ବିଦେଶୀ…
ରାଜ୍ୟ ଓଡିଶା ର ସାମ୍ବାଦିକ ଙ୍କୁ ପେନସନ ଦିଆଯାଉ : ରାଜ୍ୟପାଳ ରଘୁବର ଦାସ November 17, 2024 Nirvay ବଦଳୁଛି ସାମ୍ବାଦିକସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକତାର ଗତି ଓ ଧାରା ବଦଳିବାରେ ଲାଗିଛି । ମୁଦ୍ରଣ ମାଧ୍ଯମ ସହିତ ବୈଦ୍ୟୁତିକ ଗଣମାଧ୍ଯମ ଓ ସାମାଜିକ ଗଣମାଧ୍ଯମରେ ପରିବର୍ତନ ଘଟିବାରେ ଲାଗିଛି । ଓଡ଼ିଶାରେ ସାମ୍ବାଦିକତାର ଏଭଳି ପରିବର୍ତ୍ତନ ଆସି ସାରିଛି । ବଦଳୁଥିବା…
ରାଜ୍ୟ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଯୋଜନା ବାଟବଣା, ଋଣ ଯନ୍ତା ରେ ବେକାର ଯୁବକ ଯୁବତୀ November 17, 2024 Nirvay ବେକାରୀ ସମସ୍ୟା ଦୂର କରିବା ପାଇଁ ବେକାର ଯୁବକ, ଯୁବତୀମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାକୁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଏସ୍ଏସ୍ଏମ୍ଇ ଓ ପିଏମ୍ଇଜିପି ମାଧ୍ଯମରେ ବେକାର ଯୁବତୀ ଯୁବକଙ୍କ ପାଇଁ…
ରାଜ୍ୟ ଖାଦ୍ୟ ଅଭାବ ରୁ ତେନ୍ତୁଳି ମଞ୍ଜି ଖାଇବାକୁ ବାଧ୍ୟ ହେଉଛନ୍ତି ଡଙ୍ଗରିଆ ଆଦିବାସୀ November 17, 2024 Nirvay କନ୍ଧମାଳ ଜିଲ୍ଲାରେ ଆମ୍ବ କୋଇଲି ଜାଉ ଖାଇ ମୃତ୍ଯୁ ଘଟଣା ରାଜନୈତିକ ମହଲରେ ବିତର୍କ ସୃଷ୍ଟି କରିଥିବାବେଳେ ରାୟଗଡ଼ାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲବ୍ଧ ନ ଥିବାରୁ ଦୁର୍ବଳ ଜନଜାତି ଗୋଷ୍ଠୀ (ପିରିଟିକି) ଡଙ୍ଗରିଆ ଆଦିବାସୀମାନଙ୍କ ତେନ୍ତୁଳି ମଞ୍ଜି ଖାଇବା ଜାରି…
ରାଜ୍ୟ ଖୁବ ଶୀଘ୍ର ଜାରି ହେବ ଓଡ଼ିଶାରୁ ଦେଶର ବିଭିନ୍ନ ସହରକୁ ନୂଆ ସିଧାସଳଖ ବିମାନ ସେବା November 15, 2024 Nirvay ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ଯ ସରକାର ଦେଶର ଅଧିକରୁ ଅଧିକ ସ୍ଥାନକୁ ସିଧାସଳଖ ବିମାନ ସେବା ଯୋଗାଇ ଦେବେ। ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ଏକ ଘୋଷଣା ପ୍ରକାଶ କରିଛି। ଭୁବନେଶ୍ୱରର…
ରାଜ୍ୟ ନିବେଶକ ସମ୍ମିଳନୀ ରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ଙ୍କ ସିଙ୍ଗାପୁର ଗସ୍ତ November 15, 2024 Nirvay ରାଜ୍ଯର ପାରମ୍ପାରିକ ବାଲି ଯାତ୍ରା ଉତ୍ସବ ସହିତ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ନଭେମ୍ବର ୧୭-୨୦ ରୁ ସିଙ୍ଗାପୁର ଗସ୍ତ କରିବାର କାର୍ଯ୍ଯକ୍ରମ ରହିଛି, ଯାହା ଓଡ଼ିଶାର ପ୍ରସିଦ୍ଧ ସାମୁଦ୍ରିକ ଐତିହ୍ଯକୁ ସ୍ମରଣ କରେ। ମୁଖ୍ଯମନ୍ତ୍ରୀ…
ରାଜ୍ୟ ଆଜି ଠାରୁ ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା November 15, 2024 Nirvay ଓଡ଼ିଶାର ରୌପ୍ଯ ସହର କଟକ ଠାରେ ଆଜିଠାରୁ ଆରମ୍ଭ ହୋଇଛି ଐତିହାସିକ ବାଲି ଯାତ୍ରା-୨୦୨୪। ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ବାଲି ଯାତ୍ରା ସ୍ଥଳର ଉପର ଏବଂ ତଳ ଭାଗରେ ବିଶ୍ୱ ପ୍ରସିଦ୍ଧ ମେଳାକୁ ଉଦଘାଟନ କରିଥିଲେ।ସୂଚନା ଅନୁଯାୟୀ ,…