Author: Nirvay

President visits Sabarimala: ସାବରୀମାଳା ମନ୍ଦିର ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି କେରଳ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାରି ଦିନ ପାଇଁ କେରଳ ଗସ୍ତରେ ଯାଇଥିବା ସମୟରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ କରି ଆରତୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।…

Pitabash Panda Murder Case: ବିଜେଡିର ଅଭିଯୋଗ ନିଜ ଅପରିପକ୍ୱତାର ପରିଚୟ: ବିଜେପି

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଡ଼ ଯତୀନ ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ । ବ୍ରହ୍ମପୁର ଏସପିଙ୍କ ବିବୃତି ପରେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ…

Odisha SI Exam Scam Case: ଏସଆଇ ପରୀକ୍ଷା ଜାଲିଆତି; ସି.ବି.ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସମ୍ବନ୍ଧିତ ଦୁର୍ନୀତିର ତଦନ୍ତ ଭାର ସି.ବି.ଆଇ କୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ…

Untimely Ratha Jatra: ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜାଙ୍କ ଚିଠି

ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଇସ୍କନ ଜିବିସି (ଗଭର୍ନିଂ ବଡି କମିସନ) ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ମଙ୍ଗଳବାର ଦିନ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖିଛନ୍ତି । ଦେଶ ବିଦେଶରେ ଥିବା ଇସ୍କନ ମନ୍ଦିରଗୁଡ଼ିକରେ ଶାସ୍ତ୍ର ଏବଂ ପୁରାତନ…

Odisha Weather Update: ଓଡ଼ିଶାକୁ କାହିଁକି ଛାଡ଼ୁନି ଲଘୁଚାପ ବିପଦ

ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ । ଅକ୍ଟୋବରରେ ଅଧିକ ଲଘୁଚାପ ହୋଇଛି । ଏସବୁ ଭିତରେ ଆଜି ପୁନଶ୍ଚ ଲଘୁଚାପ ସୃଷ୍ଟି ହୋଇଛି, ଆସନ୍ତାକାଲି ଅବପାତର ରୂପ ନେଇପାରେ । ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା…

Diwali 2025: ପ୍ରଦୂଷଣ ପାଇଁ କେବଳ ଦୀପାବଳି ହିଁ ଦାୟୀ ନୁହେଁ

ସବୁବର୍ଷ ଦୀପାବଳି ଆସିଲେ ପ୍ରଦୂଷଣ କଥା ମନେ ପଡ଼େ । ହେଲେ ବାସ୍ତବରେ ପ୍ରଦୂଷଣ ପାଇଁ କେବଳ ଦୀପାବଳି ଦାୟୀ ନୁହେଁ । ଏହା ପଛରେ ଅନେକ କାରଣ ରହିଛି । ଗାଡିମୋଟର ଚଳାଚଳ, ଟ୍ରାଫିକ ଜାମ, ଫ୍ୟାକ୍ଟ୍ରିରୁ ବାହାରୁଥିବା ଧୂଆଁ,…

Nuapada Bypoll: ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

ନୂଆପଡା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆଜି ଶେଷ ହୋଇଛି । ସମୁଦାୟ ୧୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତିନି ପ୍ରମୁଖ ରାଜନୀତି ଦଳର ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି…

Odisha Congress: ସୋଫିଆଙ୍କୁ ଅଣଦେଖା ଭକ୍ତଙ୍କୁ ପଡ଼ିପାରେ ମହଙ୍ଗା

କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷଙ୍କୁ ଅନେକ ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି । ଏଭଳି ଲୋକପ୍ରିୟତା ମଧ୍ୟରେ ତାଙ୍କୁ ଅଣଦେଖା କରିବା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ମହଙ୍ଗା ପଡ଼ିପାରେ । ଦଳରେ ସୋଫିଆଙ୍କର କ୍ରେଜ ଥିବାବେଳେ…

Nuapada By-Election: ଏକତା ହିଁ ଶକ୍ତି: ନୂଆପଡ଼ାରେ ବିଜେପି ନେତା ଏକଜୁଟ

ଓଡ଼ିଶାର ପ୍ରଭାବଶାଳୀ ଦଳ ଭାବେ ନୂଆପଡ଼ାରେ ବିଜେପି ଏକଜୁଟ ଅଛି । ବିଜେପି ନେତୃତ୍ବାଧୀନ ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଜାରି ରଖିଛି । ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଏକତା…

ବଳ ପାଉନି ବିଜେଡି; ଛୁରିଆଙ୍କୁ ନେଇ ନାହିଁ ଉତ୍ସାହ

ଦିନେ ଓଡ଼ିଶାର ଏକ ପ୍ରମୁଖ ଦଳ ଭାବେ ଶାସନଭାର ସମ୍ଭାଳିଥିବା ବିଜେଡିର ଏବେ ବଳ ପାଉନି । ମୁହଁ ମାଡ଼ି କଚାଡ଼ି ହୋଇ ପଡ଼ିଛି । ଦଳୀୟ କନ୍ଦଳ ଓ ବିଶୃଙ୍ଖଳା ଲାଗି ରହିଛି । ନେତା ଓ କର୍ମୀ ଅସନ୍ତୁଷ୍ଟ…