Author: Nirvay

Aadhaar Grievance Hearings: ଫେବୃଆରୀ ୧୬ ତାରିଖରୁ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି

ରାଜ୍ୟରେ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି । ଏହା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ହେବ । ଓକାକ ଟାୱାର, ପଠାଣି ସାମନ୍ତ ପ୍ଲାନେଟୋରିଅମ ପାର୍ଶ୍ଵ ଗେଟ୍ ଠାରେ ଶୁଣାଣି…

Odisha CM In Keonjhar: କେନ୍ଦୁଝରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ର ଶିଳାନ୍ୟାସ କରିଛନ୍ତି । ୧୦୦…

Pulwama Attack: ପୁଲୱାମା ଆକ୍ରମଣ; ଶହୀଦ ବୀର ଯବାନଙ୍କୁ ଦେଶର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭାରତୀୟ ଇତିହାସରେ ୨୦୧୯ ଫେବୃଆରୀ ୧୪ ତାରିଖ ଏକ କଳା ଦିନ (Black Day) । ଆଜିର ଦିନରେ ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଦେଶର ବୀର ଯବାନମାନେ ଏକ ବର୍ବର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ । ଜମ୍ମୁ-କାଶ୍ମୀରର ପୁଲୱାମାରେ ୨୦୧୯…

Privilege Notice Issued To Cuttack Collector: କଟକ ଜିଲ୍ଲାପାଳଙ୍କୁ ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍

ରାଜ୍ୟସଭା ସଚିବାଳୟ ୧୧ ଫେବୃଆରୀ ୨୦୨୬ ତାରିଖରେ ଓଡ଼ିଶାର କଟକ ଜିଲ୍ଲାପାଳଙ୍କ ବିରୋଧରେ ସମ୍ମାନହାନି ନୋଟିସ ଜାରି କରିଛନ୍ତି । କେନ୍ଦ୍ର ପର୍ସନେଲ, ପବ୍ଲିକ ଗ୍ରୀଭାନ୍ସ, ପେନସନ ବିଭାଗ ମନ୍ତ୍ରଳାୟ ବିଭାଗ ଜରିଆରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍ ଜାରି…

PM Modi Inaugurates Seva Teerth, Kartavya Bhavan: ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ-୧ ଏବଂ ୨ ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO), ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଏବଂ କ୍ୟାବିନେଟ ସଚିବାଳୟ ଥିବା କମ୍ପ୍ଲେକ୍ସର ନାମ “ସେବା…

Pankodhar Ekadashi Today: ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ

ଦେବ ଦେବ ମହାଦେବ ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଆଜି ସମ୍ପର୍ଣ୍ଣ ହୋଇଛି । ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଯାୟୀ, ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର…

Kanhu Charan Lenka Passes Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଶୁକ୍ରବାର ଦିନ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ।…

Merchant Navy Officer From Odisha Goes Missing: ନିଖୋଜ ଓଡ଼ିଆ ନାବିକ ପୁଅକୁ ଖୋଜିବାକୁ ଯିବେ ମା’ ଓ ମାମୁ

ନିଖୋଜ ଓଡ଼ିଆ ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ରଙ୍କୁ ଖୋଜିବା ପାଇଁ ମା’ ରଶ୍ମିତା ଓ ମାମୁ ସିଙ୍ଗାପୁର ଯିବେ । ସାର୍ଥକଙ୍କୁ ନେଇଥିବା ଜାହାଜ ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବା ପରେ ମା ଓ ମାମୁ ନିଜେ ଜାହାଜ…

Bangladesh Election Results: ବିଏନପିର ବିଜୟ ପାଇଁ ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ନିର୍ବାଚନରେ ବିଜୟୀ ହୋଇଥିବା ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାରିକ ରହମାନ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଏହି ବିଜୟ ଆପଣଙ୍କ ନେତୃତ୍ୱ ପ୍ରତି ଜନତାଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ…

Missing Ratna Bhandar Key: ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ବିଧାନସଭା ଅଧିବେଶନରେ ଉପସ୍ଥାପନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ଘଟଣାର ତଦନ୍ତ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ…