ବ୍ରହ୍ମପୁରର ଏମକେସିଜିରେ ଅଲ୍ ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷା ପେପର୍ ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ବ୍ରହ୍ମପୁରସ୍ଥିତ ଏମକେସିଜି (MKCG) ମେଡିକାଲ କଲେଜ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଏହି ଘଟଣାର ସଠିକ୍ ଓ ବିଧିବଦ୍ଧ ତଦନ୍ତ କରିବା ପାଇଁ ଏମକେସିଜି ମେଡିକାଲ କଲେଜର ବରିଷ୍ଠ ଅଧ୍ୟାପକମାନଙ୍କୁ ନେଇ ଏକ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି ଗଠିତ କମିଟି ସମ୍ପୂର୍ଣ୍ଣ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆସନ୍ତା ୨୭ ଘଣ୍ଟା ଭିତରେ ନିଜର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। Post navigation Hirakud Dam Water Level Rises: ହୀରାକୁଦରେ ଜଳସ୍ତର ବୃଦ୍ଧି; ଖୋଲିଲା ଢ୍ୟାମର ଆଉ ୧୦ ଗେଟ୍