Tag: mkcg

Fire Breaks Out at MKCG Nursing College Hostel: ଏମକେସିଜି ମେଡିକାଲ ପରିସର ନର୍ସିଂ କଲେଜ ହଷ୍ଟେଲରେ ନିଆଁ

ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ୍‌ ପରିସରରେ ଥିବା ନର୍ସିଂ ମହାବିଦ୍ୟାଳୟର ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଗ୍ରାଉଣ୍ଡ ଫ୍ଲୋରରେ ଥିବା ରୋଷେଇ ଘରର ଗ୍ୟାସ ପାଇପରୁ ଗ୍ୟାସ ଲିକ୍ ହେବା ଯୋଗୁଁ ଏହି ନିଆଁ ଲାଗିଥିଲା।…

Medical PG Question Paper Leak: ଏମ୍‌କେସିଜିରେ ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲା; ତଦନ୍ତ ପାଇଁ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍

ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ…

Odisha Medical PG Paper Leak: ମେଡିକାଲ୍‌ ପିଜି ପରୀକ୍ଷା ପେପର୍ ଲିକ୍ ଘଟଣା; ତଦନ୍ତ ପାଇଁ ଗଠନ ହେଲା ୫ ଜଣିଆ କମିଟି

ବ୍ରହ୍ମପୁରର ଏମକେସିଜିରେ ଅଲ୍‌ ଓଡ଼ିଶା ମେଡିକାଲ୍‌ ପିଜି ପରୀକ୍ଷା ପେପର୍ ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ବ୍ରହ୍ମପୁରସ୍ଥିତ ଏମକେସିଜି (MKCG) ମେଡିକାଲ କଲେଜ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଏହି ଘଟଣାର ସଠିକ୍‌ ଓ ବିଧିବଦ୍ଧ ତଦନ୍ତ କରିବା ପାଇଁ…

Medical PG Exam Paper Leaked: ଏମକେସିଜିରେ ମେଡିକାଲ୍‌ ପିଜି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ଅଲ୍‌ ଓଡ଼ିଶା ମେଡିକାଲ୍‌ ପିଜି ପରୀକ୍ଷା ପେପର୍ ଲିକ୍ । ରାଜ୍ୟ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଏମକେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସାମ୍ନାକୁ ଆସିଛି।…

Dr Durga Madhab Satapathy Appointed New DMET: ଦୁର୍ଗା ମାଧବ ଶତପଥୀ ହେଲେ ନୂଆ ଡିଏମଇଟି

ଡକ୍ଟର ଦୁର୍ଗାମାଧବ ଶତପଥୀ ରାଜ୍ୟର ନୂତନ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ସେ ବ୍ରହ୍ମପୁର ମହାରାଜ କୃଷ୍ଣଚନ୍ଦ୍ର ଗଜପତି (MKCG) ମେଡିକାଲ କଲେଜର ସୁପରିନ୍‌ଟେଣ୍ଡେଣ୍ଟ ଥିଲେ । ପୂର୍ବରୁ ଏହି ପଦବୀରେ ଥିବା ଡକ୍ଟର…

ବ୍ରହ୍ମପୁର MKCGରେ ରାଗିଂ ଘଟଣା; ୨ ହାଉସ୍‌ ସର୍ଜନଙ୍କୁ ୨୫ ହଜାର ଜରିମାନା

ବ୍ରହ୍ମପୁର MKCGରେ ରାଗିଂ ଘଟଣା ୨ ହାଉସ୍‌ ସର୍ଜନଙ୍କୁ ଜରିମାନା । ଜଣେ ଚତୁର୍ଥ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ଜରିମାନା କରାଯାଇଛି । ଜରିମାନା ବାବଦକୁ ୨୫ ହଜାର ଟଙ୍କା ଲେଖାଏ ଦେବାକୁ କୁହାଯାଇଛି। ଛାତ୍ର ଜଣଙ୍କ ଆଣ୍ଟି ରାଗିଂ…

ଏମ୍‌କେସିଜି ମେଡିକାଲରେ ଡିପ୍‌ଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ

ଡିପ୍‌ଥେରିଆ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଦେଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିିତ୍ସିତ ହେଉଥିବା ଆଉ ଜଣେ ଡିପ୍‌ଥେରିଆ ରୋଗୀଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏମ୍‌କେସିଜି ମେଡିକାଲ ଅଧୀକ୍ଷକ। ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି…