ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ଲଗାତାର ବଢ଼ୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବଡ଼ ପଦକ୍ଷେପ ନେଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ। ଆଜି ଏକାଥରେ ଆଉ ୧୦ଟି ଗେଟ୍ ଖୋଲାଯାଇଥିବାରୁ ବର୍ତ୍ତମାନ ଡ୍ୟାମର ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିୟନ୍ତ୍ରିତ ଭାବେ ନିଷ୍କାସନ କରାଯାଉଛି। Post navigation Heavy rain batters Odisha, Hirakud Dam Opens 10 More Gates Odisha Medical PG Paper Leak: ମେଡିକାଲ୍ ପିଜି ପରୀକ୍ଷା ପେପର୍ ଲିକ୍ ଘଟଣା; ତଦନ୍ତ ପାଇଁ ଗଠନ ହେଲା ୫ ଜଣିଆ କମିଟି