ଚଳିତ ବନ୍ୟାରେ କେନ୍ଦୁଝର ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସେ କହିଛନ୍ତି ଜଣେ ଅଗ୍ନିଶମ କର୍ମଚାରୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ଏଥି ସହିତ କାନ୍ଥ ପଡ଼ି ଜଣେ ଓ ପାଣିରେ ଭାସି ଯାଇ ଜଣେ ପିଲା ମୃତ । Post navigation Odisha Floods Alert: ବନ୍ୟାରେ ୪ ଜଣଙ୍କର ମୃତ୍ୟୁ ସହ ରାଜ୍ୟର ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ : SRC Flood Furry Across Odisha: ରାଜ୍ୟରେ ବନ୍ୟା ସ୍ଥିତି; ଭୟଭୀତ ନହେବାକୁ ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ