ବହୁ ପ୍ରତୀକ୍ଷିତ ମୁହୂର୍ତ୍ତର ଅବସାନ ଘଟିଛି। ରଥଟଣା ସଫଳତାର ସହ ସମ୍ପନ୍ନ ହୋଇଛି। ବଳଦେବଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ ବଡ଼ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି। ଘଣ୍ଟ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଲା ଶରଧାବାଲି । Post navigation Police DG urges Elderly, Patients and Children to Avoid Ratha Jatra Amid Massive Crowds Odisha Records Excess Rainfall in July: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ରେକର୍ଡ