କୋଲକାତାର ମୁର୍ଶିଦାବାଦ୍‌ରେ ସ୍କୁଲ୍‌ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରେନ୍‌ । କର୍ଣ୍ଣସୁବର୍ଣ୍ଣ ରେଲଓ୍ୱେ କ୍ରସିଂ ପାର ହେଉଥିବାବେଳେ ଏକ ସ୍କୁଲ୍ ଭ୍ୟାନକୁ ଧକ୍କା ଦେଲା ନିମତିତା-କଟୱା ପାସେଞ୍ଜର ଟ୍ରେନ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଛାତ୍ରଙ୍କ ସମେତ ୪ ଜଣଙ୍କ ମୃତ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି।

 

 

 

Leave a Reply

Your email address will not be published. Required fields are marked *