ତାଜା ଖବର ଦେଶ Murshidabad Accident: ମୁର୍ଶିଦାବାଦରେ ସ୍କୁଲ୍ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍; ୪ ମୃତ, ୬ରୁ ଅଧିକ ଗୁରୁତର July 17, 2026 Papirani କୋଲକାତାର ମୁର୍ଶିଦାବାଦ୍ରେ ସ୍କୁଲ୍ ଭ୍ୟାନ୍କୁ ଧକ୍କା ଦେଲା ଟ୍ରେନ୍ । କର୍ଣ୍ଣସୁବର୍ଣ୍ଣ ରେଲଓ୍ୱେ କ୍ରସିଂ ପାର ହେଉଥିବାବେଳେ ଏକ ସ୍କୁଲ୍ ଭ୍ୟାନକୁ ଧକ୍କା ଦେଲା ନିମତିତା-କଟୱା ପାସେଞ୍ଜର ଟ୍ରେନ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଛାତ୍ରଙ୍କ ସମେତ ୪ ଜଣଙ୍କ…