ରାୟଗଡ଼ା ଭିଡ଼ ହିଂସା ମାମଲାରେ ହସ୍ତକ୍ଷେପ କଲେ NCW । ସ୍ୱତଃପ୍ରବୃତ୍ତ ଭାବେ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଘଟଣାକୁ ନିନ୍ଦା କରିବା ସହ ଆକ୍ସନ ଟେକେନ ରିପୋର୍ଟ ମାଗିବା ସହ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ କମିଶନଙ୍କ ନିର୍ଦ୍ଦେଶ ଦେଇଛି NCW ।

 

Leave a Reply

Your email address will not be published. Required fields are marked *