ରାଜଧାନୀରେ ଗର୍ଜିଲା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ଷୋଳଶହ ଅଠସ୍ତରୀ ତ୍ରୁଟି ବା ଭୁଲ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କଲା ଦଳ। ପ୍ରତିବାଦକାରୀମାନେ ତୁରନ୍ତ ସଂଶୋଧନ ଦାବି କରି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ସରକାରୀ ବାସଭବନ ଘେରାଉ କରି ପ୍ରତିବାଦ କରିଛନ୍ତି।

ମନ୍ତ୍ରୀଙ୍କ ବାସଭବନରେ ବିକ୍ଷୋଭକାରୀ ମାନେ ବ୍ୟାରିକେଡ୍ ଭାଙ୍ଗି ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *