Tag: Students congress

Student Congress Protests in BBSR: ପାଠ୍ୟ ପୁସ୍ତକରେ ତ୍ରୁଟିକୁ ନେଇ ରାଜଧାନୀରେ ଗର୍ଜିଲା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ

ରାଜଧାନୀରେ ଗର୍ଜିଲା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ଷୋଳଶହ ଅଠସ୍ତରୀ ତ୍ରୁଟି ବା ଭୁଲ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କଲା ଦଳ। ପ୍ରତିବାଦକାରୀମାନେ ତୁରନ୍ତ ସଂଶୋଧନ ଦାବି କରି ସ୍କୁଲ ଏବଂ ଗଣଶିକ୍ଷା…