ଗିରଫ ପରେ ଜେଲ୍ରେ ପୁଣି ଅସୁସ୍ଥ ହୋଇ ପଡ଼ିଲେ କେନ୍ଦ୍ରାପଡା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଜେଲ୍ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଦାସ ମେଡିକାଲ ଯାଇ ଚାମେଲି ଓଝାଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ରାଜ୍ୟ ସରପଞ୍ଚ ସଂଘ ସଭାପତି ଓ ତାଙ୍କ ଟିମ ମଧ୍ୟ ଚାମେଲିଙ୍କୁ ମେଡିକାଲ ରେ ଭେଟିଛନ୍ତି । Post navigation Written Rent Agreement Now Mandatory: ଓଡ଼ିଶାରେ ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର: ଲିଖିତ ଚୁକ୍ତି ଏବେ ବାଧ୍ୟତାମୂଳକ Chameli Ojha Row: ଚମେଲିଙ୍କ ଜୀବନ ପ୍ରତି ଆଗକୁ ବଡ଼ ବିପଦ ଆଶଙ୍କା: ଭକ୍ତ ଦାସ