ଭିଜିଲାନ୍ସ ଜାଲରେ ଓଡ଼ିଶା ଫାର୍ମାସୀ ପରିଷଦ ସିନିୟର ଆସିଷ୍ଟାଣ୍ଟ । ଲାଞ୍ଚ ନେବାବେଳେ ସିନିୟର ଆସିଷ୍ଟାଣ୍ଟ ବିଶ୍ବମୋହନ ପଟ୍ଟାନୟକ ଓରଫ ରାଜା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସହଯୋଗୀ ମହମ୍ମଦ ଇଜାଜ ଖାନ୍‌ଙ୍କ ସହ ମିଶି ଫାର୍ମାସି ରେଜିଷ୍ଟ୍ରେସନ ସାର୍ଟିଫିକେଟ ପ୍ରଦାନ ନାଁରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟଙ୍କୁ ଧରିଲା ଭିଜିଲାନ୍ସ ଟିମ୍‌ । ବିଶ୍ବମୋହନ ବାହୁ-କୁସ୍ତିରେ ଦେଶ ଓ ରାଜ୍ୟ ପାଇଁ ପଦକ ଜିତିଛନ୍ତି ।

Leave a Reply

Your email address will not be published. Required fields are marked *