ମଧ୍ୟ ପ୍ରଦେଶରେ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ। କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ଖାରଜ କଲେ ରିଟର୍ଣ୍ଣିଂ ଅଫିସର । ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ମାମଲାର ତଥ୍ୟ ଦେଇ ନ ଥିବାରୁ କମିଶନ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏନେଇ ବିଜେପି ପକ୍ଷରୁ ଗୋଟିଏ ଅଭିଯୋଗପତ୍ର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରାଯାଇଥିଲା। ମୀନାକ୍ଷୀ ନଟରାଜନଙ୍କ ପ୍ରାର୍ଥିପତ୍ର ରଦ୍ଦ ହେବା ପରେ ରାଜ୍ୟର ୩ଟି ଯାକ ରାଜ୍ୟସଭା ଆସନରେ ବିଜେପିର ଦାବିଦାରୀ ମଜବୁତ ହୋଇଯାଇଛି। Post navigation Vigilance Nabs Pharmacy Council Staff: ଭିଜିଲାନ୍ସ ଜାଲରେ ଓଡ଼ିଶା ଫାର୍ମାସୀ ପରିଷଦ ସିନିୟର ଆସିଷ୍ଟାଣ୍ଟ Home Guards’ Daily Allowance Hike: ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ