କେନ୍ଦ୍ର ସରକାରଙ୍କ ବିକଶିତ ଭାରତ- ନିଶ୍ଚିତ ରୋଜଗାର ଏବଂ ଆଜୀବନ ମିଶନ (ଗ୍ରାମୀଣ) ବା ଭିବି-ଜି ରାମ୍ ଜି ଆଇନ ୨୦୨୫ (VB–G RAM G) ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁଲାଇ ପହିଲାରେ ଦେଶ ବ୍ୟାପୀ ଭିବି-ଜି ରାମ୍ ଜି ଲାଗୁ ହେବ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି Post navigation Brutal Attack on Youth in Kanas: କଣାସରେ ଯୁବକକୁ ହାଣି ବାଇକ ଚଢାଇ ହତ୍ୟା ଉଦ୍ୟମ; ପୁରୀ କୋର୍ଟରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ