ନୟାଗଡ଼ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଲିସକୁ ଜଣାଇବାରୁ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ । ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ଗଡ଼ିଲା ଯୁବକ ମୁଣ୍ଡ । ଓଡ଼ଗାଁ କଦଳୀବନ୍ଧରେ ଯୁବକଙ୍କୁ ଖଣି ମାଫିଆଙ୍କ ନିର୍ମମ ହତ୍ୟା କରିଛନ୍ତି । ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ, ବାମ ହାତ ସଂପୂର୍ଣ୍ଣ କାଟି ଦେଇଛନ୍ତି ଖଣି ମାଫିଆ। ଏହି ଘଟଣା ପରେ ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ, ଅଟକିଛି ଶତାଧିକ ଗାଡ଼ି । Post navigation BJD Women’s Rights Campaign: ନାରୀ ନିର୍ଯାତନାକୁ ରୋକିବାରେ ଅସମର୍ଥ ରାଜ୍ୟ ସରକାର: ବିଜେଡି Police Briefing Parade At 9 AM: ରାଜ୍ୟର ସବୁ ଥାନାରେ ସକାଳ ୯ଟା ପୂର୍ବରୁ ହେବ ‘ବ୍ରିଫିଂ ପରେଡ୍’; ନିର୍ଦ୍ଦେଶ ଦେଲେ ପୋଲିସ୍ ଡିଜି