ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ୧୧ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ । ଧିରେ ଧିରେ ଘନୀଭୂତ ହେବା ନେଇ ବିଭିନ୍ନ ମଡେଲର ଆକଳନ କରାଯାଇଛି ।

ଏଆଇ ଦ୍ୱାରା ପ୍ରସ୍ତୁତ ଚିତ୍ର ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ଓଡ଼ିଶା ବ୍ୟାପକ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। କିନ୍ତୁ କେଉଁ ଦିଗରେ ଗତି କରିବ ଓ ପ୍ରଭାବ କ’ଣ ରହିବ ସ୍ପଷ୍ଟ ହୋଇନି ।

Leave a Reply

Your email address will not be published. Required fields are marked *