ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ଚୟନ ପ୍ରକ୍ରିୟା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଛନ୍ତି। ଦଳୀୟ କାର୍ଯ୍ୟକ୍ରମ ଅନୁସାରେ ସେଠାରେ ବିଧାୟକ ଦଳର ନେତା ଚୟନ ନେଇ ଆଲୋଚନା ଓ ପରାମର୍ଶ ପ୍ରକ୍ରିୟାରେ ସେ ଅଂଶଗ୍ରହଣ କରିବେ।

ଏହି ଅବସରରେ ଦଳର ବରିଷ୍ଠ ନେତାମାନଙ୍କ ସହ ମଧ୍ୟ ତାଙ୍କର ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ବିଧାୟକ ଦଳ ନେତା ଚୟନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।

By Nirvay

Leave a Reply

Your email address will not be published. Required fields are marked *