ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି । ଯେଉଁଥିରେ ୮୯ ନେତାଙ୍କୁ ଉପସଭାପତି, ସା.ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ବାଲେଶ୍ବରର ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ଉପସଭାପତି ଦାୟିତ୍ବ ଦେଇଥିବା ବେଳେ ରଘୁନନ୍ଦନ ଦାସ, ଜୀବନ ପ୍ରଦୀପ ଦାସ, ସାନନ୍ଦ ମାରାଣ୍ଡି ବରିଷ୍ଠ ସା. ସମ୍ପାଦକ ଓ ସତ୍ୟବାଦୀର ରମାରଂଜନ ବଳିୟାର ସିଂ ମଧ୍ୟ ବରିଷ୍ଠ ସା. ସମ୍ପାଦକ ଦାୟିତ୍ଵ ଦିଆଯାଇଛି । Post navigation West Bengal Election Controversy: ଶହେରୁ ଅଧିକ ସିଟ୍ ଚୋରି କରିଛି ବିଜେପି: ମମତା ବାନାର୍ଜୀ बंगाल की राजनीति में रत्ना देबनाथ, रेखा पात्रा और कलिता माझी का उदय