ପାନୀୟ ଜଳ ସମସ୍ୟା ନେଇ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ ।ସହରରେ ପାନୀୟ ଜଳ ସଙ୍କଟର ତୀବ୍ର ପ୍ରତିବାଦ କରି ପିଏଚଡି ଅଫିସ ଘେରାଉ କରାଯାଇଛି। ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ଏବଂ ଅନେକ କାଉନସିଲର ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କରି ସହରର ପାନୀୟ ଜଳ ସଙ୍କଟର ପ୍ରତିବାଦ କରିଛନ୍ତି । ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇନ୍ଦ୍ରଜିତ ସାହୁଙ୍କ ଟେବୁଲରେ ମାଠିଆ ରଖିଥିଲେ ଆନ୍ଦୋଳନକାରୀ। Post navigation Amin Arrested For Taking Bribe: ଭିଜିଲାନ୍ସ ଜାଲରେ ତହସିଲ୍ ଅମିନ Bengal BJP Poll Observer: ଅମିତ ଶାହ ସହ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ